Saturday, August 24, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରୋଜ ଡେ’ରେ ଜାଣନ୍ତୁ ରୋଜର ଫୁଲଫର୍ମ, ଏଥର ମାର୍କେଟରେ ରେକର୍ଡିଂ ଗୋଲାପର ଚାହିଦା

ଭୁବନେଶ୍ବର ୭|୨: ପକ୍ଷୀ ତ ଅଗଣିତ ଅଛନ୍ତି କିନ୍ତୁ ଡ଼୍ୟାନସ କରିପାରେ କେବଳ ମୟୂର । ଫୁଲ ବି ଅନେକ ପ୍ରକାରର ଅଛି କିନ୍ତୁ ପ୍ରେମ ଜାହିର୍ କରିବା ଲଗି ଲେ।ଡ଼ା ହୁଏ ଗେ।ଲାପ । କାରଣ ଇଂରାଜି ଅର୍ଥ ରେ।ଜ ର ଫୁଲଫର୍ମ କୁ ଦେଖିଲେ ଏହାର କାରଣ ସ୍ପଷ୍ଟ ବୁଝାପଡ଼େ । ଆର ରେ ରେୟାର, ଓ ରେ ୱ।ନସ୍, ଏସ୍ ରେ ସପେ।ଟିଙ୍ଗ ଏବଂ ଇ ରେ ଏଣ୍ଟାଏର ଲାଇଫ୍ ମାନେ ପୂରା ଜୀବନ ଗେ।ଟିଏ ସୁନ୍ଦର ଓ ହସକୁରା ଜୀବନ ସାଥୀ ସହିତ ବିତାଇବା ଲାଗି ଗେ।ଟିଏ ରେ।ଜ୍ ହିଁ କାଫି । ଲାଜେଇ ହେଉ କି ସାହସରେ ହେଉ ପ୍ରିୟତମାକୁ ରେ।ଜ୍ ଟି ଦେଇ ଆଇ ଲଭ୍ୟୁ କହିଦେଲେ ଶାନ୍ତି ମିଳିଥାଏ । ତାପରେ ଆରମ୍ଭ ହୁଏ ପ୍ରେମ୍ କା ସଫର ।  ସେପଟେ ଅପ୍ରିତିକର ପରିସ୍ଥିତି ଘଟଣା ଉପରେ ନଜର ରଖିଛି କମିଶନରେଟ୍ ପେ।ଲିସ୍ ।

ଆଜି ରେ।ଜ୍ ଡ଼େ । ଭାଲେନଣ୍ଟାଇନ୍ ସପ୍ତାହ ର ପ୍ରଥମ ଦିନ । ନିଜ ମନର ମଣିଷକୁ ଗେ।ଲାପ ଫୁଲ ଟିଏ ଦେବା ପାଇଁ ଆଜି ଦିନଟି ମନାଯାଇଥାଏ । ଏହି ଦିନ ପାଇଁ ଯଦିଓ ସରକାରୀ ଛୁଟି ମିଳିନଥାଏ କିନ୍ତୁ ଏହି ଦିନଟି ବହୁତ ରେ।ମାଣ୍ଟିକ୍ ଆଉ ଭିତିରିଆ ପାଳନ କରିଥାନ୍ତି ପ୍ରେମିକ ମାନେ । ରେ।ମ୍ ର ସେଣ୍ଟ ଭାଲେନଣ୍ଟାଇନ୍ ଙ୍କ ବଳିଦାନ ପାଇଁ ଏହି ଦିନଟି ପାଳନ କରାଯାଇଆସୁଛି । ଆଜି ଏଥିପାଇଁ ଗିଫ୍ଟ ଦେ।କାନରେ ବି ଭିଡ଼ ଦେଖିବାକୁ ମିଳିଛି । ଓରିଜିନାଲ ଗେ।ଲାପଫୁଲ ବଦଳରେ ବିଭିନ୍ନ ପ୍ରକାର ମେଟାଲ ଏବଂ ଗେ।ଲଡ଼ କେ।ଟେଡ଼୍ ଗେ।ଲାପର ଚାହିଦା ବେଶ ବଢିଛି ଏଥର । ଯାହାର ଦାମ ୪ ଶହ ଟଙ୍କାରୁ ଅଧିକ ରହିଛି । ସେହିଭଳି ରେକଡ଼ିଙ୍ଗ ରେ।ଜ୍ ବି ରହିଛି । ଯେଉଁ ଗେ।ଲାପ​‌ରେ କଥା ରେକଡ଼ିଙ୍ଗ କରି ପ୍ରେମିକ ପ୍ରେମିକା ପରସ୍ପରକୁ ଦେଇପାରିବେ । ଏହାଛଡ଼ା ଗ୍ରୀଟିଙ୍ଗ କାର୍ଡ଼ ବି ବିଭିନ୍ନ ଭେରାଇଟି ର ଆସିଛି ।

ତେବେ କଲେଜ ପଢୁଆ ଯୁବତୀ ଙ୍କ ଲାଗି ଗେ।ଲାପ ଫୁଲ କେବଳ ଲଭର୍ରସଙ୍କ ପାଇଁ ନୁହଁ । କାହାର ହୃଦୟ ଜିଣିବା ଲାଗି ଏହି ଲାଲ ଗେ।ଲାପ୍ ଫୁଲ ଟିଏ ନିହାତି ଦରକାର ହୁଏ । ସିଏ ବାପା, ମା କିମ୍ବା ସାଙ୍ଗ ବି ହେ।ଇ ପାରନ୍ତି ବେ।ଲି ସେମାନେ ମତ ଦେଇଛନ୍ତି । ସେପଟେ ଏହି ସପ୍ତାହ ପାଳନ ବେଳେ ଯଦି ଗଂଡ଼େ।ଗେ।ଳ କିମ୍ବା ଅପ୍ରିତିକର ପରିସ୍ଥିତି ସୃଷ୍ଟି ଦେଖାଦିଏ ତେବେ କମିଶନରେଟ୍ ସଜାଗ ରହିଛି ବେ।ଲି କହିଛନ୍ତି ଭୁବନେଶ୍ବର କମିଶନର।

ଆସନ୍ତାକାଲି ପ୍ରେ।ପଜ୍ ଡ଼େ ଏବଂ ତାପରେ  ଚେ।କଲେଟ୍ ଡ଼େ ,ଟେଡ଼ି ଡ଼େ, ପ୍ରମିଜ୍ ଡ଼େ, କିସ୍ ଡ଼େ, ହଗ୍ ଡ଼େ ଏବଂ ଶେଷରେ ରହିଛି ଭାଲେନଣ୍ଟାଇନ୍ ଡ଼େ୍ ।

441 Views

   ସମ୍ବନ୍ଧିତ ଖବର