ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହରିହର ବେଶ
12/11/2018 at 11:59 AM

ପୁରୀ ୧୨/୧୧: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହରିହର ବେଶ। ଅବକାଶ ନୀତି ପରେ ବଡ ଠାକୁର ହରିହର ଅଧାକଳା ଓ ଅଧା ଧଳା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବଡଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ମହାପ୍ରଭୁ ୩୨ପ୍ରକାର ଅଳଙ୍କାର ପିନ୍ଧିବେ। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଲ ଦଶମୀ ମଧ୍ୟରେ ସୋମବାର ପଡିଲେ ବଡ ଠାକୁରଙ୍କ ବାଡରେ ହରିହର ବେଶ ଅନୁଷ୍ଠିତ ହୋଇଥାଏ।
Related Posts
ବ୍ରହ୍ମପୁର: ଠକେଇ ଅଭିଯୋଗରେ ଯୁବକ ଗିରଫ
18 January 2021