Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପବିତ୍ର ଅଁଳାନବମୀ: ରାଧାଙ୍କର ଓଡ଼ିଆଣୀ ବେଶ, ମନ୍ଦିର ଚାରିପଟେ ୧୪୪ ଧାରା

12/11/2021 at 8:34 AM

ନିମାପଡା ୧୨/୧୧: ଆଜି ପବିତ୍ର ଅଁଳା ନବମୀ । ଓଡିଆଣୀ ବେଶରେ ଦର୍ଶନ ଦେବେ ରାଧା ମାଆ । ଏ ଏକ ଦୁର୍ଲଭ ମୁହୂର୍ତ୍ତ ଯେତେବେଳେ ମାରାଧାରାଣୀଙ୍କ ଦର୍ଶନ ହୋଇଥାଏ । ବିଭିନ୍ନ ପ୍ରକାର ଗହଣାରେ ସଜ୍ଜିତ ହୋଇ ମାଆ ଦର୍ଶନ ଦେବେ । ବିଶ୍ୱାସ ଅଛି ମାଆଙ୍କର ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହୋଇଥାଏ । ତେବେ କୋଭିଡ କଟକଣା ପାଇଁ ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯାଇଛି ।

ସତ୍ୟବାଦୀ ପୋଲିସ କଟକଣା କୁ ଲାଗୁ କରିବା ପାଇଁ ସମସ୍ତ ବନ୍ଦୋବସ୍ତ କରିଛି । ପୂର୍ବେ ଆଜିର ଦିନରେ ଶ୍ରଦ୍ଧାଳୁଙ୍କ ସମାଗମରେ ଗହଗହକ ମ୍ପୁଥିବା ସ୍ଥାନ ଏବେ ଫାଙ୍କା । କେବଳ ନୀତିକାନ୍ତି ଚାଲିଛି । ମନ୍ଦିରବି ସଜେଇ ହୋଇଚ୍ଛି । ହେଲେ ସବୁ ଯେମିତି ପରମ୍ପରା ରକ୍ଷା କରିବାକୁ ଚାଲିଛି । ନା ଭକ୍ତଙ୍କ ଅପେକ୍ଷା ଅଛି ନା ଭାବର ଆବେଗ ଅଚ୍ଛି ।

   Related Posts