Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ରାଉଉରକେଲା ଆଇଜିଏଚରେ ଆଜି ଠାରୁ ଆରମ୍ଭ ହେବ ପ୍ଲାଜମା ବ୍ୟାଙ୍କ

31/07/2020 at 10:28 AM

ରାଉରକେଲା୩୧/୭:  ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫ୍‌ରେନ୍ସ ମାଧ୍ୟମରେ ଉଦଘାଟନ୍ କରିବେ। କରୋନା ରୋଗୀଙ୍କ ପାଇଁ ପ୍ଳାଜମା ବରଦାନ। କରୋନା ପଜେଟିଭ ହୋଇ ଯେଉମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେମାନେ କରିବେ ପ୍ଳାଜମା ଦାନ।  

ରାଉରକେଲା ଷ୍ଟିଲ ପ୍ଳାଣ୍ଟ କର୍ମଚାରୀ ସୀମାଂଚଳ ଗୈ।ଡ଼ ଦେବେ ପ୍ଳାଜମା । ବାପ ମାଁ ସ୍ତ୍ରୀ ଝିଅ ସହ ନିଜେ ଅକା’ ହୋଇଥତ୍ଲେ କରୋନା ପଜେଟିଭରେ ଚିକିତ୍ସା ପରେ ସୁସ୍ଥ ପ୍ଳାଜ୍ମା ଦାନ ପାଇଁ ମଧ୍ୟ ପ୍ରସ୍ତୁତ । କହିଛନ୍ତି ପୁରା ପରିବାର ଏବେ କରୋନା ମୁକ୍ତ ପ୍ଳାଜା ଦାନ ପାଇଁ ସେ ପ୍ରସ୍ତୁତ ସମସ୍ତ ପରୀକ୍ଷା ସରିଛି  ଆଜି କରିବେ ପ୍ଳାଜା ଦାନ। ଆଜି ପ୍ରଥମ ଦିନରେ ୩୫ ଜଣ ବ୍ୟକ୍ତି ପ୍ଳାଜା ଦାନ କରିବାର ତାରିକା ପ୍ରସ୍ତୁତ କରାଯାଇଛି ।

   Related Posts