Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆଜି କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସ : ଦେଶବ୍ୟାପୀ ମୋଦି ସରକାରକୁ ଘେରିବାକୁ ରଣନୀତି

28/12/2019 at 12:53 PM

ନୂଆଦିଲ୍ଲୀ ୨୮/୧୨: ମୋଦି ସରକାର ବିରୋଧରେ କଂଗ୍ରେସର ଯୁଦ୍ଧଂଦେହି ଡାକରା । କଂଗ୍ରେସ ଦଳର ୧୩୫ତମ ପ୍ରତିଷ୍ଠା ଦିବସରେ ନାଗରିକତା ଆଇନ ଓ ଏନଆରସିକୁ ବିରୋଧ କରି ଆଜି ଦେଶବ୍ୟାପି ସମ୍ବିଧାନ ବଂଚାଅ, ଭାରତ ବଂଚାଅ ରାଲି କରିବ ଦଳ । ଦିଲ୍ଲୀରୁ ଆରମ୍ଭ କରି ସବୁ ରାଜ୍ୟରେ ଏହି ରାଲିକୁ ସଫଳ କରିବା ପାଇଁ ଏଆଇସିସି ପକ୍ଷରୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦିଆଯାଇଛି ।

ତେବେ ଏହା ପୂର୍ବରୁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି AICC ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ଏପଟେ ଭୁବନେଶ୍ୱରରେ ଆଜି ଦଳୀୟ ପତାକା ଉତ୍ତୋଳନ କରିବା ସହ କଂଗ୍ରେସ ଭବନରୁ ଏକ ରାଲି ବାହାରି ରାଜଭବନ ଅଭିମୁଖେ ଯିବ । ଏଥିରେ ଏକ ୩୩ ଜଣିଆ କଂଗ୍ରେସର ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି ।

   Related Posts