Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଏୟାରଫୋର୍ସ ଡେରେ ଦେଶବାସୀ ଦେଖିବେ ବାୟୁସେନାର ପରାକ୍ରମ, ଆକାଶ ମାର୍ଗରୁ ପ୍ରଦର୍ଶିତ ହେବ ଦୁଃସାହସିକ ବିମାନ ଉଡ଼ାଣ

8/10/2021 at 9:23 AM

ନୂଆଦିଲ୍ଲୀ ୦୮/୧୦: ପ୍ରତି ବର୍ଷ ଅକ୍ଟୋବର ୮ ତାରିଖରେ ପାଳିତ ହୁଏ ଭାରତୀୟ ବାୟୁସେନା ଦିବସ । ୮୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା। ଭାରତୀୟ ବାୟୁସେନାର ମୁଖ୍ୟ ଏବଂ ତିନି ସଶସ୍ତ୍ର ବାହିନୀର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପ୍ରତି ବର୍ଷ ହିନ୍ଦୋନ ବେସ୍‌ଠାରେ ଏହି ଦିବସ ପାଳନ କରାଯାଏ । ଏ ଅବସରରେ ବାୟୁସେନା ପକ୍ଷରୁ ଆକାଶ ମାର୍ଗରେ ବିଭିନ୍ନ ଦୁଃସାହସିକ ବିମାନ ଉଡ଼ାଣ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥାଏ । ଏଥିରେ ସବୁଠୁ ଜଟିଳ ଓ ପୁରୁଣା ବିମାନର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳେ ।

୧୯୩୨, ଅକ୍ଟୋବର ୮ ତାରିଖରେ ବ୍ରିଟିଶ ସାମ୍ରାଜ୍ୟ ଦ୍ୱାରା ଔପଚାରିକ ଭାବେ ଭାରତୀୟ ବାୟୁସେନାର ସ୍ଥାପନା ହୋଇଥିଲା । ଭାରତର ରାଷ୍ଟ୍ରପତି ହେଉଛନ୍ତି ବାୟୁସେନାର ସର୍ବୋଚ୍ଚ କମାଣ୍ଡର । ଭାରତୀୟ ବାୟୁସେନା କେବଳ ଭାରତୀୟ ଭୂଖଣ୍ଡର ରକ୍ଷା କରେ ନାହିଁ, ସମସ୍ତ ପ୍ରକାର ବିପଦରୁ ଏହା ଦେଶକୁ ସୁରକ୍ଷା ପ୍ରଦାନ କରେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସାହାଯ୍ୟ କରେ । ଯୁଦ୍ଧକ୍ଷେତ୍ରରେ ଭାରତୀୟ ସେନାକୁ ସମସ୍ତ ପ୍ରକାର ସମର୍ଥନ ଯୋଗାଇଥାଏ ।

   Related Posts