Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆଜି ଶ୍ରାବଣ ଦ୍ବିତୀୟ ସୋମବାର : ଭୋଳାବାବାଙ୍କ ମସ୍ତକରେ ଜଳାଭିଷେକ ଲାଗି ଲମ୍ବାଲାଇନ୍ ରେ ଶ୍ରଦ୍ଧାଳୁ

29/07/2019 at 9:18 AM

ଭୁବନେଶ୍ବର ୨୯/୭: ଆଜି  ଶ୍ରାବଣର ଦ୍ବିତୀୟ ସୋମବାର । ବଡି ଭୋରରୁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ  ଭିଡ ।  ଜଳଲାଗି  କରୁଛନ୍ତି  ହଜାର ହଜାର ଶ୍ରଦ୍ଧାଳୁ  । ବିଶେଷ ଭାବେ ମହାପ୍ରଭୂ ଲିଙ୍ଗରାଜ , ପୁରୀ ଲୋକନାଥ, ଢେଙ୍କାନାଳ ଓକୋରାପଟ ଆଦି ସ୍ଥାନରେ ଶୈବ କ୍ଷେତ୍ର ଗୁଡିକରେ ନାହିଁ ନଥିବା ଭି଼ଡ଼ ଅନୁଭୂତ ହେଉଛି ।

କାଉଡ଼ିଆଙ୍କ ଲାଗି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାସ୍ତା କଡ଼ରେ ସେବା ଯୋଗାଇ ଦିଆଯାଉଛି । କାଉଡ଼ିଆଙ୍କ ଲାଗି ଗାଧୋଇବା, ଜଳଖିଆ ବନ୍ଦୋବସ୍ତ କରାଯାଉଛି ।

   Related Posts