ଆଜି ଶ୍ରାବଣ ଦ୍ବିତୀୟ ସୋମବାର : ଭୋଳାବାବାଙ୍କ ମସ୍ତକରେ ଜଳାଭିଷେକ ଲାଗି ଲମ୍ବାଲାଇନ୍ ରେ ଶ୍ରଦ୍ଧାଳୁ

Published By : Prameya-News7 Bureau | July 29, 2019 IST

ଭୁବନେଶ୍ବର ୨୯/୭: ଆଜି  ଶ୍ରାବଣର ଦ୍ବିତୀୟ ସୋମବାର । ବଡି ଭୋରରୁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ  ଭିଡ ।  ଜଳଲାଗି  କରୁଛନ୍ତି  ହଜାର ହଜାର ଶ୍ରଦ୍ଧାଳୁ  । ବିଶେଷ ଭାବେ ମହାପ୍ରଭୂ ଲିଙ୍ଗରାଜ , ପୁରୀ ଲୋକନାଥ, ଢେଙ୍କାନାଳ ଓକୋରାପଟ ଆଦି ସ୍ଥାନରେ ଶୈବ କ୍ଷେତ୍ର ଗୁଡିକରେ ନାହିଁ ନଥିବା ଭି଼ଡ଼ ଅନୁଭୂତ ହେଉଛି ।

{"id":138399,"width":587,"height":339}

କାଉଡ଼ିଆଙ୍କ ଲାଗି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାସ୍ତା କଡ଼ରେ ସେବା ଯୋଗାଇ ଦିଆଯାଉଛି । କାଉଡ଼ିଆଙ୍କ ଲାଗି ଗାଧୋଇବା, ଜଳଖିଆ ବନ୍ଦୋବସ୍ତ କରାଯାଉଛି ।

{"id":138400,"width":584,"height":322}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.