ଶରୀରର ଏହି ଅଙ୍ଗରେ କାହିଁକି ତମାଖୁ ରଖିଥାଆନ୍ତି ମହିଳା : ଜାଣନ୍ତୁ

Published By : Prameya-News7 Bureau | January 18, 2020 IST

ନିଶାଦ୍ରବ୍ୟ ଭାବେ ବ୍ୟବହୃତ ହେଉଥିବା ତମାଖୁ ଏବେ କାମୋଦ୍ଦୀପନା ପାଇଁ ମଧ୍ୟ ବ୍ୟବହାର କରାଯାଉଛି। ମହିଳାମାନେ ଗୁପ୍ତାଙ୍ଗରେ ତମାଖୁ କାମୋଦ୍ଦୀପନା ବୃଦ୍ଧି କରାଇବା ଖବର ଏବେ ସାମନାକୁ ଆସୁଛି। ଏପରି କରି ସେମାନେ ନିଜ ଜୀବନ ସହ ଖେଳୁଛନ୍ତି।

{"id":212757,"width":584,"height":430,"sizeSlug":"large"}

ଡାକ୍ତରମାନେ ଏଥିପାଇଁ ସତର୍କ ସୂଚନା ଦେଇଛନ୍ତି। ଏହା ଯେତିକି ମାତ୍ରାରେ ସୁଖ ଦେଉଛି ତା’ଠୁ ଅଧିକ ମାତ୍ରାରେ କ୍ଷତି ସୃଷ୍ଟି କରିବ।

{"id":212758,"width":586,"height":333,"sizeSlug":"large"}

ଡାକ୍ତରଙ୍କ ମତରେ ଏପରି କରିବା ଦ୍ବାରା ଆପଣ ସବୁଦିନ ପାଇଁ ଯୌନ ଅକ୍ଷମତାର ଶିକାର ହେବେ। ନିଶାଦ୍ରବ୍ୟ ଜରିଆରେ କାମୋଦ୍ଦୀପନା ସୃଷ୍ଟି କରିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସମାନ।

{"id":212759,"width":583,"height":437,"sizeSlug":"large"}

ତମାଖୁ ଅଲସର ଭଳି ରୋଗର କାରଣ ହୋଇଥାଏ ଯାହା ଯୋନିକୁ ସଙ୍କୁଚିତ କରିଥାଏ,ଏହାକୁ କଠୋର କରିଥାଏ ଏବଂ ଏହାକୁ ସବୁବେଳ ପାଇଁ ବନ୍ଦ କରି ଦେଇଥାଏ।

{"id":212760,"width":587,"height":441,"sizeSlug":"large"}

ତମାଖୁ ଋତୁସ୍ରାବକୁ ବନ୍ଦ କରି ଦେଇଥାଏ। ଋତୁସ୍ରାବ ଉପରେ ପ୍ରଭାବ ପଡ଼ିବା ଫଳରେ ମହିଳାଙ୍କର ଗର୍ଭଧାରଣ କରିବାରେ ସମସ୍ୟା ସୃଷ୍ଟି ହୋଇପାରେ।

{"id":212761,"width":586,"height":366,"sizeSlug":"large"}

ଗୁପ୍ତାଙ୍ଗରେ ତମାଖୁ ରଖୁଥିବା ମହିଳାମାନେ ଅନୁଭବ କରିଛନ୍ତି ଯେ ତାଙ୍କ ଗୁପ୍ତାଙ୍ଗ ଛୋଟ ହୋଇଯାଉଛି । ଏହା କ୍ୟାନସର ଭଳି ମାରାତ୍ମକ ରୋଗକୁ ଟାଣି ଆଣିପାରେ।

{"id":212762,"width":587,"height":439,"sizeSlug":"large"}

ଏପରି ଅଧିକାଂଶ ମାମଲା ପଶ୍ଚିମ ଆଫ୍ରିକାର ଦେଶ ସେନେଗାଲରୁ ଆସୁଛି। ଏହି ଦେଶରେ ଅନେକ ମହିଳା ଯୌନ ସୁଖ ପାଇବା ପାଇଁ ତାଙ୍କ ଜୀବନକୁ ବରବାଦ କରି ଦେଇଥାଆନ୍ତି।

{"id":212764,"width":589,"height":443,"sizeSlug":"large"}

ସେନେଗାଲର ଲୋକଙ୍କ ମନରେ ଏପରି ଭ୍ରାନ୍ତ ଧାରଣା ରହିଛି ଯେ ୧୩ପଇସାରେ ମିଳୁଥିବା ତମାଖୁ ଆପଣଙ୍କୁ ସ୍ବର୍ଗସୁଖ ଦେଇଥାଏ।

{"id":212765,"width":584,"height":438,"sizeSlug":"large"}

ଏହି ଉତ୍ପାଦ ତମାଖୁର ଶୁଖିଲା ପତ୍ର,ଗଛର ମୂଳରୁ ହୋଇଥାଏ। ଏହା ବ୍ୟତୀତ ଏହାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏଥିରେ ସୋଡ଼ା ଏବଂ ସିଆ ବଟର ଭଳି ପଦାର୍ଥ ମିଶା ଯାଇଥାଏ।

{"id":212766,"sizeSlug":"large"}

ଏସବୁ ଜିନିଷ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏପରି କରିବା ଦ୍ବାରା ମହିଳାମାନେ ଜ୍ବଳନ ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଅନୁଭବ କରିଥାଆନ୍ତି। ଏହା ସତ୍ବେ ଏଭଳି ଘଟଣା କମୁନାହିଁ।

{"id":212767,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.