ନକଲି ଜର୍ଦ୍ଦା କାରଖାନା ଠାବ, ଜଣେ ଗିରଫ

Published By : Prameya-News7 Bureau | December 23, 2018 IST

ଜଗତସିଂହପୁର ୨୩|୧୨: ଜଗତସିଂହପୁରରେ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି । ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସଦର ଥାନା ଅନ୍ତର୍ଗତ କେନ୍ଦଳ ଗାଁରୁ ଜର୍ଦ୍ଦା କାରଖାନା ଠାବ କରିଛି ପେ।ଲିସ । ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲା । ଏଥିରେ ସଂପୃକ୍ତ ପ୍ରମୋଦ ସାହୁ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ବହୁ ପରିମାଣର ନକଲି ଜର୍ଦ୍ଦା, ଜର୍ଦ୍ଦା ମେସିପ ଓ ବିଭିନ୍ନ ଲେବଲର ଜର୍ଦ୍ଦା ଡବା ଜବତ କରିଛି ପେ।ଲିସ । ଏହା ସହ ଏକ କାରକୁ ମଧ୍ୟ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.