ଜିଓ ନେଟ୍ ସ୍ପିଡ ନହେଲେ ସେଟିଂରେ ଆଣନ୍ତୁ ଏହି ପରିବର୍ତ୍ତନ, ବଢିବ ୩ ଗୁଣା ଅଧିକ ସ୍ପିଡ୍

Published By : Prameya-News7 Bureau | September 24, 2019 IST

ଜିଓ ନିଜ ଗ୍ରାହକଙ୍କ ପାଇଁ ଜବବରଦସ୍ତ ଅଫରର ଲାଭ ଦେଉଥାଏ। ଜିଓର ୪ଜି ସ୍ପିଡ ଯୋଗୁଁ ଅନେକ ସମସ୍ୟାର ସମାଧାନ ହୋଇପାରିଛି। ହେଲେ କିଛି ଦିନ ମଧ୍ୟରେ ଅନେକ ୟୁଜର୍ସ ଅଭିଯୋଗ କରୁଛନ୍ତି ଯେ, ଜିଓ ପୂର୍ବ ଭଳି ସ୍ପିଡ୍‌ ଚାଲୁନାହିଁ। ୪ଜି ଡାଟାର କୌଣସି ଫାଇଦା ଉଠାଇପାରୁନାହାନ୍ତି ଲୋକେ।

{"id":162079,"width":511,"height":852}

ପ୍ରଥମେ ଯେଉଁଠି ୨୫ରୁ ୩୦ ଏମ୍‌ବିପିଏସର ସ୍ପିଡ ମିଳୁଥିଲା ଏବେ ତାହା ୪ ଏମ୍‌ବିଏସ ସ୍ପିଡ ଦେଉଛି। ଏଥିପାଇଁ ଅନେକ ଅସୁବିଧା ହେଉଛି। ନେଟ ଭଲ ଭାବେ ବ୍ୟବହାର ହେଇପାରୁନାହିଁ।

{"id":162080}

ତେବେ ଜିଓ ୪ଜିର ଭରପୁର ମଜା ନେବା ପାଇଁ ଏହି ଟ୍ରିକ ଆପଣାନ୍ତୁ। ମୋବାଇଲ ସେଟିଂରେ ଯାଇ ପ୍ରିଫର୍ଡ ନେଟୱାର୍କ ଟାଇପକୁ ଏଲ୍‌ଟି (LTE) ରେ ବଦଳାଇଦେଲେ ଡାଟା ସ୍ପିଡ୍‌ ବଢିବ। ପୁଣି ମୋବାଇଲ ସେଟିଂରେ ଯାଇ Access point namesକୁ କ୍ଲିକ୍‌ କଲେ କିଛି ଅପସନ ଆସିବ। ଏସେଥିମଧ୍ୟରୁ APN ପ୍ରଟୋକଲ ଅପସନ ବାଛି Ipv4/Ipv6 ଚୟନ କଲେ ଅନେକ ଲାଭ ମିଳିବ।

wp:heading {"level":1}

 

/wp:heading

.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.