ସୁନ୍ଦର ସନ୍ତାନ ପାଇବା ଆଶାରେ ସ୍ତ୍ରୀ କଲା ସ୍ବାମୀର ଏପରି ଦଶା : ଜାଣିଲେ ଆଶ୍ଚର୍ଯ୍ୟ ହେବେ
25/03/2019 at 4:27 PM

ନୂଆଦିଲ୍ଲୀ ୨୫/୩: ସୁନ୍ଦର ଛୁଆ ପାଇବାର ଇଚ୍ଛା ସମସ୍ତଙ୍କର ହୋଇଥାଏ। କିନ୍ତୁ ଏହା ଅର୍ଥ ଏୟା ନୁହେଁ ଯେ ଏଥିପାଇଁ କିଛି ଭୁଲ୍ କାମ କରିବା। ଆଜି ଆମେ ଏପରି ଏକ ଘଟଣା ବିଷୟରେ ଜାଣିବା ଯାହାକୁ ଶୁଣି ଆପଣ ପୂରା ଆଶ୍ଚର୍ଯ୍ୟ ହୋଇଯିବେ।
ଜଣେ ମହିଳାଙ୍କୁ ସୁନ୍ଦର ଛୁଆ ଦରକାର ଥିଲା ଯେଉଁଥିପାଇଁ ସେ ନିଜ ସ୍ବାମୀଙ୍କ ସହ ଏପରି କିଛି କରିଥିଲେ ଯାହା ଶୁଣି ସମସ୍ତଙ୍କ ହୋସ୍ ଉଡ଼ିଯିବ।
ଏହି ଘଟଣାଟି ଘଟିଛି ଦିଲ୍ଲୀରେ। ମହିଳା ଜଣକ ଅତ୍ୟନ୍ତ ସୁନ୍ଦରୀ ଥିବାବେଳେ ତାଙ୍କ ସ୍ବାମୀ ଅସୁନ୍ଦର ଥିଲେ। ଏହି କାରଣରୁ ମହିଳା ସବୁବେଳେ ନିଜ ସ୍ବାମୀଙ୍କ ସହ ଝଗଡ଼ା କରୁଥିଲେ। କିନ୍ତୁ ସନ୍ତାନ କଥା ପଡ଼ିବାରୁ ମହିଳା ଜଣକ ଏପରି କାମ କରିଥିଲା ଯାହା ଶୁଣି ସମସ୍ତଙ୍କ ପାଦ ତଳୁ ମାଟି ଖସିଯିବ। ବାସ୍ତବରେ ସେହି ମହିଳାଜଣକ ସୁନ୍ଦର ସନ୍ତାନ ହେବା ଆଶାରେ ହ୍ୟାଣ୍ଡସମ ଏବଂ ସ୍ମାର୍ଟ ଯୁବକଙ୍କୁ ଖୋଜିବାରେ ଲାଗିପଡ଼ିଥିଲେ ଯାହା ଫଳରେ ସେ ସେମାନଙ୍କଠୁ ସ୍ପର୍ମ ଆଣି ସନ୍ତାନ ପ୍ରସବ କରି ସୁନ୍ଦର ସନ୍ତାନ ପାଇ ପାରିବେ।
ଏହି ବିଷୟରେ ମହିଳାଙ୍କ ସ୍ବାମୀ କହିଛନ୍ତି ଯେ ସେ ଦେଖିବାକୁ ଭଲ ନୁହେଁ ବୋଲି ତାଙ୍କ ସ୍ତ୍ରୀ ଏପରି କରିଛନ୍ତି।