Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ତାମିଲନାଡୁ ସ୍ପିନର ପ୍ରଶାନ୍ତ ରାଜେଶଙ୍କ ମୃତ୍ୟୁ, ଅଶ୍ୱିନୀଙ୍କ ଶୋକ ପ୍ରକାଶ, କହିଲେ- ‘ବିଶ୍ୱାସ ହେଉ ନାହିଁ’

6/10/2020 at 10:14 PM

ଚେନ୍ନାଇ, ୦୬ ।୧୦:  ତାମିଲନାଡୁର ଷ୍ଟାର କ୍ରିକେଟ ଖେଳାଳି ପ୍ରଶାନ୍ତ ରାଜେଶ ହୃଦଘାତରେ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା । ରାଜେଶ ଲେଗ୍ ସ୍ପିନର ଭାବେ ପରିଚିତ ଥିଲେ । ସେ ୨୦୧୮ରେ ତାମିଲନାଡୁ ପ୍ରିମିୟର ଲିଗରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତେବେ ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ଭାରତୀୟ ସ୍ପିନର ଆର ଅଶ୍ୱିନୀ ।

ରାଜେଶଙ୍କ ମୃତ୍ୟୁରେ ତାମିଲନାଡୁ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ରାଜେଶଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ଅଶ୍ୱିନୀ କହିଛନ୍ତି ଯେ, ମୃତ୍ୟୁଖବର ବିଶ୍ୱାସ କରି ହେଉ ନାହିଁ . ସେ ରାଜେଶଙ୍କ ସହ ବିତାଇଥିବା ସମୟକୁ ମନେ ପକାଇବେ ବୋଲି କହିଛନ୍ତି ।

ରାଜେଶ ୨୦୧୮ ଟିପିଏଲର ଏଲଆସିଏ କୋଭାଇ କିଙ୍ଗସ୍ ଓ ଆଇଡ୍ରିମ୍ କାରାକାଡି ମଧ୍ୟରେ ଏକ ମୁକାବିଲାରେ ରାଜେଶ ସୁପର ଓଭରରେ ତିନୋଟି ଓ୍ୱିକେଟ୍ ନେଇଥିଲେ । ଏହାସହ ସେ ତାମିଲନାଡୁ ଅଣ୍ଡର-୧୯ ଟିମରେ ମଧ୍ୟ ଖେଳିଛନ୍ତି ।

   Related Posts