ଟିଟୋର ଆଉ ଜଣେ ସହଯୋଗୀ ଗିରଫ
18/08/2018 at 8:17 AM

ଭୁବନେଶ୍ଜର୧୮/୮:ଜଗତସିଂହପୁରର ତିର୍ତୋଲରୁ ଏସ୍ଟିଏଫ୍ ଟିମ୍ ଟିଟୋର ଜଣେ ସହଯୋଗୀକୁ ଗିରଫ କରିଛି। ଡିଆଇଜି ହିଂମାଶୁ ଲାଲଙ୍କ ନିର୍ଦ୍ଦେଶରେ ଏସ୍ଟିଏଫର ସ୍ପେଶାଲ ଟିମ୍ ଗିରଫ କରିଛି। ନନ୍ଦପୁରାସ୍ଥିତ ନିଜ ଘରୁ ଏସ୍ଟିଏଫ ଟିମ୍ ତାଙ୍କୁ ଉଠାଇଛି। ଅଭିଯୁକ୍ତର ନାମ ସକିର।ଏସ୍ଟିଏଫ କାର୍ଯ୍ୟାଳୟରେ ତା’ର ଜେରା ଚାଲିଛି ଏବଂ ଅନ୍ୟ ଜଣେ ଫେରାର ହୋଇଯାଇଛି। ଜଗତସିଂହପୁରରେ ଟିଟୋର ସମସ୍ତ ବ୍ୟବସାୟ ଏବଂ ଦାଦାବଟି ସକିର ଆଦାୟ କରୁଥିଲା।