Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ଟିଟୋର ଆଉ ଜଣେ ସହଯୋଗୀ ଗିରଫ

18/08/2018 at 8:17 AM

ଭୁବନେଶ୍ଜର୧୮/୮:ଜଗତସିଂହପୁରର ତିର୍ତୋଲରୁ ଏସ୍ଟିଏଫ୍ ଟିମ୍ ଟିଟୋର ଜଣେ ସହଯୋଗୀକୁ ଗିରଫ କରିଛି। ଡିଆଇଜି ହିଂମାଶୁ ଲାଲଙ୍କ ନିର୍ଦ୍ଦେଶରେ ଏସ୍ଟିଏଫର ସ୍ପେଶାଲ ଟିମ୍ ଗିରଫ କରିଛି। ନନ୍ଦପୁରାସ୍ଥିତ ନିଜ ଘରୁ ଏସ୍ଟିଏଫ ଟିମ୍ ତାଙ୍କୁ ଉଠାଇଛି। ଅଭିଯୁକ୍ତର ନାମ ସକିର।ଏସ୍ଟିଏଫ କାର୍ଯ୍ୟାଳୟରେ ତା’ର ଜେରା ଚାଲିଛି ଏବଂ ଅନ୍ୟ ଜଣେ ଫେରାର ହୋଇଯାଇଛି। ଜଗତସିଂହପୁରରେ ଟିଟୋର ସମସ୍ତ ବ୍ୟବସାୟ ଏବଂ ଦାଦାବଟି ସକିର ଆଦାୟ କରୁଥିଲା।

   Related Posts