Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଦୁଇ ଦିନିଆ ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟାର ଟିଟୋ ଏବଂ ତାର ସହଯୋଗୀ ଚନ

8/08/2018 at 5:58 PM

ଗ୍ୟାଙ୍ଗଷ୍ଟାର ଟିଟୋ ଏବଂ ତା’ର ସହଯୋଗୀ ଚନକୁ ଦୁଇ ଦିନିଆ ରିମାଣ୍ଡରେ ନେଲା କେନ୍ଦ୍ରାପଡ଼ା ଟାଉନଥାନା ପୋଲିସ। ୨୦୧୭ ମସିହା ସେପ୍ଟେମ୍ୱର ମାସ ୨୦ ତାରିଖରେ ଠାକାଦାର ଶିବପ୍ରସାଦ ପରିଡାଙ୍କୁ ଅପହରଣ ଏବଂ ଦାଦାବଟି ମାଗିବା ମାମଲାରେ ପୋଲିସ ଉଭୟଙ୍କୁ ପଚରାଉଚରା କରିବ। ଟିଟୋ ନିର୍ଦ୍ଦେଶରେ ଘଟିଥିବା ଏହି ଘଟଣା ପଛରେ ପ୍ରକୃତ କାରଣ କ’ଣ କ’ଣ ରହିଛି ଏବଂ ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ଖୋଳତାଳ କରିବ ପୋଲିସ। କେନ୍ଦ୍ରାପଡ଼ ଏସଡିଜେଏମ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

   Related Posts