ଟିଟୋ ଲିଙ୍କର ତନାଘନା ; ତଦନ୍ତ ଘେରକୁ ଆସିପାରନ୍ତି ରାଜନେତା, ଅଭିନେତା

Published By : Prameya-News7 Bureau | July 13, 2018 IST

ଆଜି ଗ୍ୟାଙ୍ଗଷ୍ଟାର ଟିଟୋକୁ କେନ୍ଦ୍ରାପଡା ଏସଡିଯେଏମ କୋର୍ଟରେ ହାଜର କରିବା କ୍ରାଇମବ୍ରାଞ୍ଚ | ଗତକାଲି ଟିଟୋର ୪ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି | ତେବେ ପୁଣି ରିମାଣ୍ଡ ପାଇଁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ | ଏସ୍ଟିଏଫ ହାତରେ ଲାଗିଛି ଅନେକ ସୁରାକ | କିଛି ପ୍ରମୁଖ ରାଜନେତା, ମନ୍ତ୍ରୀ, ଠିକାଦାର କିଭଳି ଟିଟୋର ସାମ୍ରାଜ୍ୟ ବଢ଼ାଇ ଚାଲିଥିଲେ ସେ ସଂକ୍ରାନ୍ତରେ ମଧ୍ୟ ତଥ୍ୟ ପାଇଛି ଏସ୍ଟିଏଫ | କିଛି ଅଭିନେତାଙ୍କୁ ମଧ୍ୟ ଜେରା କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.