ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ଟିଟୋକୁ ନେଇ ପାରାଦୀପ ରାଜନୀତିରେ ଝଡ଼

10/08/2018 at 7:58 PM

ଟିଟୋକୁ ନେଇ ପାରାଦୀପ ରାଜନୀତିରେ ଝଡ଼ । କଂଗ୍ରେସ୍ ନେତା ବାପି ସର୍ଖେଲ ପ୍ରେସ୍ ମିଟ୍ କରିବା ପରେ , ଆଜି ପୁଣି କଂଗ୍ରେସ୍ ନେତା ବିଭୁ ତରାଇ ପ୍ରେସ୍ ମିଟ କରି ଉଭୟ ଦାମ ଏବଂ ବାପି ସର୍ଖେଲଙ୍କ ଉପରେ ବର୍ଷିଛନ୍ତି । ପାରାଦୀପ ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ଏଥିପାଇଁ ଉଭୟ ଦାମ ରାଉତ ଏବଂ ବାପି ସର୍ଖେଲଙ୍କୁ ଦାୟୀ କରିଛନ୍ତି ବିଭୁ । ଏମାନଙ୍କୁ ଏସ୍.ଟି.ଏଫ୍ ଜେରା କରୁ । ଏପରିକି ହାଇକୋର୍ଟ ଦ୍ବାରା ଏସ୍.ଆଇ.ଟି ଗଠନ କରି ସରକାର ପୁରୁଣା ହତ୍ୟାକାଣ୍ଡ ଫାଇଲ୍ ଖୋଲନ୍ତୁ ବୋଲି ଦାବି କରିଛନ୍ତି ବିଭୁ ତରାଇ ।

   Related Posts