ଟିଟୋ ଗ୍ୟାଙ୍ଗର ସଦସ୍ୟ ରାଜା ଖାନ୍ ଗିରଫ, ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ
15/10/2020 at 7:26 AM

ଭଦ୍ରକ ୧୫।୧୦: ଟିଟୋ ଗ୍ୟାଙ୍ଗର ସଦସ୍ୟ ରାଜା ଖାନ୍ ଗିରଫ । ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ଜବତ ହୋଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଓ ଏସଟିଏଫର ମିଳିତ ଚଢ଼ାଉ ବେଳେ ଗିରଫ ହୋଇଛନ୍ତି । ପୁରୁଣାବଜାର ଅଞ୍ଚଳରୁ ଗିରଫ ହୋଇଥିବା ସୂଚନା ମିଳିଛି ।

କେନ୍ଦ୍ରାପଡା ଅଞ୍ଚଳର ଯୁବକ ଘରଭଡା ନେଇ ରହୁଥିଲା । ବହୁ ମାମଲାରେ ଜଡିତ ଥିବା ସୂଚନା ଦେଇଛି ଏସଟିଏଫ । ଏ ନେଇ ଅଧିକ ସୂଚନା ଦେଇନାହିଁ ଏସଟିଏଫ ଓ ଗ୍ରାମାଞ୍ଚଳ ପୋଲିସ ।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021