ମାଡ଼ି ଆସୁଛି ‘ତିତ୍ଲି’, ଗୋପାଳପୁର ଠାରୁ ମାତ୍ର ୧୦୦ କି.ମି ଦୂରରେ ରହିଛି
11/10/2018 at 4:47 AM

ଭୁବନେଶ୍ୱର ୧୧/୧୦: ଭେରି ସିଭିୟର ସାଇକ୍ଳୋନ୍ ରୂପରେ ‘ତିତ୍ଲି’। ଗୋପାଳପୁରଠାରୁ ଏହା ୧୦୦ କିଲୋମିଟର ଦୂରରେ ରହିଛି ଘଣ୍ଟାକୁ ୧୩ କିଲୋମିଟର ବେଗରେ ଗତି କରୁଛି । କେନ୍ଦ୍ରସ୍ଥଳରୁ ପରିବ୍ୟାପ୍ତ ରହିବ ୨୫ କିମି ପରିବ୍ୟାପ୍ତରେ କ୍ଷୟକ୍ଷତିର ଆଶଙ୍କା ରହିଛି । ଆଜି ସକାଳ ୫ରୁ ୮ଟା ସୁଦ୍ଧା ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ଦିଆଯାଇଛି ।
Related Posts
ସ୍ତ୍ରୀ ସହ ଝଗଡା କରି ହାରିଲେ ଜୀବନ ! ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ
18 January 2021
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021