Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ବିଦେଶରେ ପୁଣି ଚମକିଲେ ସମ୍ବଲପୁରର ତିଷ୍ୟା: ୧୦ ବର୍ଷ ବୟସରେ ଓମାନ ଉପସାଗରରେ କଲେ ୪୦ ଫୁଟ୍ ଡାଇଭିଂ

13/10/2020 at 7:09 PM

ସମ୍ବଲପୁର୧୨/୧୦: ବିଦେଶରେ ପୁଣି ଚମକିଲେ ସମ୍ବଲପୁରର ତିଷ୍ୟା| ୧୦ ବର୍ଷ ବୟସରେ ଓମାନ ଉପସାଗରରେ ୩୦ ଫୁଟ୍ ସ୍କୁବା ଡାଇଭିଂ କରି ଓଡିଶାର ସର୍ବକନିଷ୍ଠ ସ୍କୁବା ଡାଇଭର ହେବାର ସୌଭାଗ୍ୟ ଅର୍ଜନ କରିଥିବା ତିଷ୍ୟା ଏବେ  ୪୦ ଫୁଟ୍ ଡାଇଭିଂ କରି ଓଡିଶା ପାଇଁ ଗୌରବ ଆଣିଛନ୍ତ|

ପୂର୍ବରୁ ପ୍ରଶିକ୍ଷକଙ୍କ ସହାୟତାରେ ୩୦ ଫୁଟ୍ ଡାଇଭିଂ କରିଥିବା ତିଷ୍ୟା ଏବେ ବିନା କାହାରି ସହାୟତାରେ ୪୦ ଫୁଟ୍ ଡାଇଭିଂ କରିଛନ୍ତି | 

ଦୁବାଇରେ ଓଡିଶାର ସର୍ବକନିଷ୍ଠ ସ୍କୁବା ଡାଇଭର ହେଲେ ସମ୍ବଲପୁର ୧୦ ବର୍ଷିୟା ଝିଅ ତିଷ୍ୟା ପାଣିଗ୍ରାହୀ | ଅଗଷ୍ଟ ମାସରେ ରାଫେଲ୍ସ ଓ୍ବାର୍ଲ୍ଡ ଏକାଡେମୀ ସ୍କୁଲରେ ପଢୁଥିବା ତିଷ୍ୟା ପେଶାଦାର ଡାଇଭିଂ ପ୍ରଶିକ୍ଷକ ସଂଘ (ପିଏଡିଆଇ) ଦ୍ବାରା ହୋଇଥିବା ସ୍କୁବା ଡାଇଭିଂ ପରୀକ୍ଷାରେ ସଫଳ ହୋଇ ଓଡିଶାର ସର୍ବ କନିଷ୍ଠ ସ୍କୁବା ଡାଇଭର ଭାବେ ପ୍ରମାଣ ପତ୍ର ହାସଲ କରିଛନ୍ତି |

ତିଷ୍ୟା ହେଉଛନ୍ତି ଦୁବାଇରେ କାର୍ଯ୍ୟରତ ପ୍ରିୟଦର୍ଶୀ ପାଣିଗ୍ରାହୀ ସୌମିତ୍ରୀ ନନ୍ଦଙ୍କ କନ୍ୟା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ନାତୁଣୀ | ତେବେ ଗଭୀର ସମୁଦ୍ରକୁ ଗଲାପରେ ବିଭିନ୍ନ ରଙ୍ଗର ଓ ପ୍ରକାରର ମାଛ ଦେଖିବାକୁ ମିଳେ | ଯାହା ଅତ୍ୟାନ୍ତ ସୁନ୍ଦର ବୋଲି  ତିଷ୍ୟା କହିଛନ୍ତି |

   Related Posts