(TikTok) ଓଠରେ ଅଠା ଲଗାଇ ଭିଡିଓ କଲେ ଯୁବତୀ-୭୦ ଲକ୍ଷରୁ ଅଧିକ ଥର ଦେଖିସାରିଲେଣି ଲୋକ

Published By : Prameya-News7 Bureau | September 15, 2019 IST

ଟିକଟିକ୍‌ ସହ ଅନ୍ୟ ସୋସିଆଲ ମିଡିଆ ଭିଡିଓ ପ୍ଲାଟଫର୍ମରେ ଲୋକମାନେ ନିଜର ଭିଡିଓ ଅପଲୋଡ୍‌ କରିବା ପାଇଁ ଅନେକ କିଛି ଦୁଃସାହାସିକ କାର୍ଯ୍ୟ କରୁଛନ୍ତି । ଏବେ ଏପରି ଏକ ଭିଡିଓ ଆସିଛି ଯେଉଁଥିରେ ଜଣେ ଯୁବତୀ ଓଠରେ ସୁପର ଗ୍ଲୁଇଂ ବା ଏକ ପ୍ରକାର ଅଠା ଲଗାଉଛନ୍ତି ।ଏହା ତୁରନ୍ତ ଶୁଖିଯାଉଥିବା ଅଠା । ଏହାର ଆରମ୍ଭ ଟିକ୍‌ଟକରେ ଟୋଲହେମକ୍‌୪ ନାମକ ବ୍ୟାକ୍ତି ଆରମ୍ଭ କରିଥିଲେ । ଅଠା ଲଗାଇବା ପରେ ତାଙ୍କର ଓଠ ଲାଗିଯାଇଥିଲା । ଏହାକୁ ଛଡାଇବା ପାଇଁ ବହୁ କଷ୍ଟ କରିବା ପାଇଁ ପଡିଥିଲା ।

{"id":158078}
wp:core-embed/twitter {"url":"https://twitter.com/Y2SHAF/status/1170332021761171456","type":"rich","providerNameSlug":"twitter","className":""}
https://twitter.com/Y2SHAF/status/1170332021761171456
/wp:core-embed/twitter


କେବଳ ସେତିକି ନୁହେଁ ଓଠ ଫୁଲି ବି ଯାଇଥିଲା । ଏହାକୁ କେହିଜଣେ ଟ୍ୱିଟରରେ ବି ସେୟାର କରିଛନ୍ତି ଅନେକ ଲୋକ ଏହି ବିଷୟରେ ମନ୍ତବ୍ୟ ବା କମେଣ୍ଟ ଦେଇଛନ୍ତି ।

{"id":158080}


ଏବେ ଏପରି ନ ରିବା ପାଇଁ ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି ।

{"id":158081}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.