Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

(TikTok) ଓଠରେ ଅଠା ଲଗାଇ ଭିଡିଓ କଲେ ଯୁବତୀ-୭୦ ଲକ୍ଷରୁ ଅଧିକ ଥର ଦେଖିସାରିଲେଣି ଲୋକ

15/09/2019 at 5:12 PM

ଟିକଟିକ୍‌ ସହ ଅନ୍ୟ ସୋସିଆଲ ମିଡିଆ ଭିଡିଓ ପ୍ଲାଟଫର୍ମରେ ଲୋକମାନେ ନିଜର ଭିଡିଓ ଅପଲୋଡ୍‌ କରିବା ପାଇଁ ଅନେକ କିଛି ଦୁଃସାହାସିକ କାର୍ଯ୍ୟ କରୁଛନ୍ତି । ଏବେ ଏପରି ଏକ ଭିଡିଓ ଆସିଛି ଯେଉଁଥିରେ ଜଣେ ଯୁବତୀ ଓଠରେ ସୁପର ଗ୍ଲୁଇଂ ବା ଏକ ପ୍ରକାର ଅଠା ଲଗାଉଛନ୍ତି ।ଏହା ତୁରନ୍ତ ଶୁଖିଯାଉଥିବା ଅଠା । ଏହାର ଆରମ୍ଭ ଟିକ୍‌ଟକରେ ଟୋଲହେମକ୍‌୪ ନାମକ ବ୍ୟାକ୍ତି ଆରମ୍ଭ କରିଥିଲେ । ଅଠା ଲଗାଇବା ପରେ ତାଙ୍କର ଓଠ ଲାଗିଯାଇଥିଲା । ଏହାକୁ ଛଡାଇବା ପାଇଁ ବହୁ କଷ୍ଟ କରିବା ପାଇଁ ପଡିଥିଲା ।


କେବଳ ସେତିକି ନୁହେଁ ଓଠ ଫୁଲି ବି ଯାଇଥିଲା । ଏହାକୁ କେହିଜଣେ ଟ୍ୱିଟରରେ ବି ସେୟାର କରିଛନ୍ତି ଅନେକ ଲୋକ ଏହି ବିଷୟରେ ମନ୍ତବ୍ୟ ବା କମେଣ୍ଟ ଦେଇଛନ୍ତି ।


ଏବେ ଏପରି ନ ରିବା ପାଇଁ ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି ।

   Related Posts