Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭାରତରେ ଟିକଟକ୍ ସଟଡାଉନ୍, ଆପ୍ ଓପନ୍ କଲେ ଆସୁଛି ଏହି ନୋଟିସ୍

30/06/2020 at 6:43 PM

ନୂଆଦିଲ୍ଲୀ, ୩୦|୦୬: ଭାରତର ସରକାର ସୋମବାର ଟିକଟକ୍ ସହ ୫୯ଟି ଚୀନ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମଙ୍ଗଳବାର ସକାଳେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହି ଆପ୍‌କୁ ହଟାଇ ଦିଆଯାଇଥିଲା । ଏବେ ଟିକଟକ୍ କାମ କରିବା ମଧ୍ ବନ୍ଦ ହୋଇଛି ।

ଏହା ପୂର୍ବରୁ ଯେତେବେଳେ ଟିକଟକ୍ ବ୍ୟାନ ହୋଇଥିଲେ ସେତେବେଳେ ପୁରୁଣା ୟୁଜର୍ସ ଏହି ଆପ୍‌କୁ ବ୍ୟବହାର କରିପାରୁ ଥିଲେ । କିନ୍ତୁ ଏବେ ସରକାର ଟେଲିତମ୍ କମ୍ପାନୀ ଓ ଇଣ୍ଟରନେଟ୍ ସର୍ଭିସ ପ୍ରୋଭାଇଡରଙ୍କୁ ଜରିଆରେ ଏହାକୁ ବ୍ଲକ୍ କରିଦେଇଛନ୍ତି ।

ଏବେ ଟିକଟକ୍ ଓପନ କରିବା ପରେ ଏକ ନୋଟିସ୍ ଆସୁଛି । ଏଥିରେ ଲେଖାଯାଇଛି ଯେ, ସରକାର ୫୯ ଆପ୍‌କୁ ବନ୍ଦ କରିଛନ୍ତି । ସୁରକ୍ଷା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ଆଇଫୋନରେ ମଧ୍ୟ ଏହି ଆପ୍ କାମ କରିବା ବନ୍ଦ କରିଦେଇଛି ।

କିନ୍ତୁ ଟିକଟକ୍ ବ୍ୟତୀତ ଅନ୍ୟ ଚାଇନା ଆପ୍ ସେୟାର ଚାଟ୍, ୟୁସି ଭଳି ଆପ୍ କାମ କରୁଛି । କିଛି ଆପ୍ ଡାଉନଲୋଡ୍ ପାଇଁ ଉପଲବ୍ଧ ଅଛି ।

   Related Posts