ବାଘୁଣୀ ସୁନ୍ଦରୀ ଅସୁସ୍ଥ ଥିବା ଖବରକୁ ଆରସିସିଏଫର ଖଣ୍ଡନ

Published By : Prameya-News7 Bureau | November 17, 2018 IST

ଅନୁଗୁଳ ୧୭/୧୧: ରାଇଗୁଡା ଏଂକ୍ଲୋଜରରେ ଥିବା ବାଘୁଣୀ ସୁନ୍ଦରୀ ଅସୁସ୍ଥ ଥିବା ଖବରକୁ ଆରସିସିଏଫ ସାତକୋଶିଆ ଖଣ୍ଡନ କରିଛନ୍ତି। ବାଘୁଣୀ ସୁନ୍ଦରୀ ଏଂକ୍ଲୋଜର ଭିତରେ ବୁଲାବୁଲି କରୁଛି। ତାକୁ ଛେଳି ଏବଂ ବାରହା ଶିକାର ପାଇଁ ଦିଆଯାଇଛି।ଏବଂ ସେ ଶିକାର କରିଛି। ସେ ସୁସ୍ଥ ଥିବା ମଧ୍ୟ କହିଛନ୍ତି। ସେପଟେ ଆଜି ମଧ୍ୟ  ଟିମ ସାଇଣ୍ଟିଷ୍ଟ ଡା ରମେଶ ଏବଂ ଏନଟିସିଏର ଆଇଜି  ଅମିତ ମଲ୍ଲିକ ମଧ୍ୟ ସାତକୋଶିଆ ବାଘ ମୃତ୍ୟୁର  ତଦନ୍ତ ପାଇଁ ଯାଇଛନ୍ତି। ଏହା ପରେ ଆଜି ଅପରାହ୍ନରେ ସେ ପ୍ରେସକୁ ଭେଟିବେ ବୋଲି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.