ଅଯୋଧ୍ୟା ରାୟ ଆସିବା ପରେ କଟକ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି
9/11/2019 at 4:20 PM

କଟକ ୯।୧୧: ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ କଟକ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କଟକ ସହରରେ ପ୍ରାୟ ୧୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ୨୪ଟି ଏଡ୍ ପୋଷ୍ଟ କରାଯାଇଛି । ତାସହ ବାଇକ୍ ପାଟ୍ରୋଲିଂ ଓ ପିସିଆର ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଇଛି । ଏଥିସହ ରାୟକୁ ନେଇ ସୋସିଆଲ ମିଡିଆରେ ଯଦି କେହି ଆପତ୍ତିଜନକ ପୋଷ୍ଟ କରେ ସନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021