ମଧ୍ୟ ପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦରୀ ଜନବସତୀ ମୁହାଁ ହୋଇଥିବାରୁ ଲୋକେ ଭୟଭୀତ
28/08/2018 at 1:52 PM

ଗାଁ ମୁହାଁ ମଧ୍ୟ ପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦରୀ । ସାତକୋଶିଆ ପରିବେଶ ସହ ଖାପଖୁଆଇ ପାରୁନି ଏହି ବାଘୁଣୀ । ତେଣୁ ସେ ଏବେ ଜନବସତୀ ମୁହାଁ ହୋଇଥିବାରୁ ଲୋକେ ଭୟଭୀତ । ବାଘୁଣୀକୁ ଟ୍ରାକିଂ କରିବା ପାଇଁ ଲାଗିଛନ୍ତି ବନ ଅଧିକାରୀ । ସୁନ୍ଦରୀ କୁଆଡେ ଖାଇ ପାରୁନଥିବାରୁ ଜନବସତୀ ମୁହାଁ ବୋଲି ଲୋକେ କହୁଛନ୍ତି ।ହେଲେ ଏହାକ ଖଣ୍ଡନ କରିଛନ୍ତି ୱାଇଲଡ୍ ଲାଇଫ୍ ପିସିସିଏଫ୍ । ତେବେ ବାଘୁଣୀକୁ ଜଗିବା ପାଇଁ କର୍ଣ୍ଣାଟକରୁ ସ୍ବତନ୍ତ୍ର ପ୍ରଶିକ୍ଷିତ ହାତୀ ଆସିବେ ।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021