ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗାଲୁରୁ: ଶରୀରରୁ ଚର୍ବି ଘଟାଇବା ହେଲା କାଳ, ପ୍ଲାଷ୍ଟିକ ସର୍ଜରୀ ବେଳେ ଅଭିନେତ୍ରୀଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୫୬୯ କରୋନା ପଜିଟିଭ୍
  • ||
  • ଡାଇଭ୍ ମାରି କ୍ୟାଚ୍ ଧରିଲେ ଜନି ବେୟରଷ୍ଟୋ, ହେଲେ ଅମ୍ପାୟାର କହିଲେ ନଟଆଉଟ୍ ! ଜାଣନ୍ତୁ କାହିଁକି…
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ
  • ||

ମଧ୍ୟ ପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦରୀ ଜନବସତୀ ମୁହାଁ ହୋଇଥିବାରୁ ଲୋକେ ଭୟଭୀତ

28/08/2018 at 1:52 PM

ଗାଁ ମୁହାଁ ମଧ୍ୟ ପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦରୀ । ସାତକୋଶିଆ ପରିବେଶ ସହ ଖାପଖୁଆଇ ପାରୁନି ଏହି ବାଘୁଣୀ । ତେଣୁ ସେ ଏବେ ଜନବସତୀ ମୁହାଁ ହୋଇଥିବାରୁ ଲୋକେ ଭୟଭୀତ । ବାଘୁଣୀକୁ ଟ୍ରାକିଂ କରିବା ପାଇଁ ଲାଗିଛନ୍ତି ବନ ଅଧିକାରୀ । ସୁନ୍ଦରୀ କୁଆଡେ ଖାଇ ପାରୁନଥିବାରୁ ଜନବସତୀ ମୁହାଁ ବୋଲି ଲୋକେ କହୁଛନ୍ତି ।ହେଲେ ଏହାକ ଖଣ୍ଡନ କରିଛନ୍ତି ୱାଇଲଡ୍ ଲାଇଫ୍ ପିସିସିଏଫ୍ । ତେବେ ବାଘୁଣୀକୁ ଜଗିବା ପାଇଁ କର୍ଣ୍ଣାଟକରୁ ସ୍ବତନ୍ତ୍ର ପ୍ରଶିକ୍ଷିତ ହାତୀ ଆସିବେ ।

   Related Posts