କ୍ରାଇମବ୍ରାଞ୍ଚ ପଞ୍ଝାରେ ବାଘ ଶିକାରୀ ଓ ବେପାରୀ, ଡିଲ୍ କରିବାକୁ ଡାକି ମାଡିବସିଲା ଏସଟିଏଫ

Published By : Prameya-News7 Bureau | April 02, 2021 IST

ଭୁବନେଶ୍ବର ୨।୪: କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ପୁଣି ବାଘ ଶିକାରୀ ଓ ବେପାରି । ୪ ଲକ୍ଷ ଟଙ୍କାର ଡିଲ୍ ବେଳେ ଜଣେ ଶିକାରୀ ଓ ଜଣେ ବେପାରିକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ।

{"id":431872,"width":838,"height":603,"sizeSlug":"large","linkDestination":"none"}

ଖୋର୍ଦ୍ଧା-ଭୁବନେଶ୍ବର ରାସ୍ତାରେ ବାଘ ଛାଲ ଡିଲ୍‌ କରିବାକୁ ଡାକି ମାଡି ବସିଲା ଏସଟିଏଫ । ଗିରଫ ଦୁଇ ଜଣ ବ୍ୟକ୍ତି ନୟାଗଡ ଅଞ୍ଚଳର ବୋଲି ସୂଚନା ମିଳିଛି । ସେମାନଙ୍କ ନିକଟରୁ ଗୋଟିଏ କଲରାପତରିଆ ବାଘର ଛାଲ ଜବତ ହୋଇଛି । ଏମାନଙ୍କ ସହ ଅନ୍ୟ କାହାର ଲିଙ୍କ୍ ରହିଛି ତାହାର ଖୋଳତାଡ କରୁଛି ଏସଟିଏଫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.