ମାଟିଘାଟିରେ ବୁଲୁଛି ମହାବଳ ବାଘ, ଭିଡିଓ ଭାଇରାଲ…
9/01/2021 at 1:18 PM

କରଞ୍ଜିଆ ୦୯।୦୧: ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ମହାବଳ ବାଘ ଦେଖିଲେ ପର୍ଯ୍ୟଟକ । ଯେଉଁ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଶିମିଳିପାଳ ଭିତରେ ଥିବା ବରେହିପାଣିରୁ ଚହଲାକୁ ଆସିବା ରାସ୍ତାରେ ମାଟିଘାଟି ଠାରେ ଏହି ମହାବଳ ବାଘକୁ ଦେଖିବାକୁ ମିଳିଛି । ଏମିତି ପର୍ଯ୍ୟଟକମାନେ ଶିମିଳିପାଳରେ ବାଘ ଦେଖିବାର ସୁଯୋଗ କେବେ ପାଇନଥାନ୍ତି । ତେଣୁ ଯଦି ପର୍ଯ୍ୟଟକ ମାନଙ୍କୁ ଶିମିଳିପାଳ କୋର ଏରିଆ ଭିତରକୁ ବୁଲିବାକୁ ଅନୁମତି ମିଳନ୍ତା ତେବେ ପର୍ଯ୍ୟଟକମାନେ ଜୀବଜନ୍ତୁ ଦେଖିବାର ମଜା ନେଇପାରନ୍ତେ । ତେବେ ଦେଖନ୍ତୁ ଭିଡିଓ…
Related Posts
ମହିଳାଙ୍କ ମଦ ବିରୋଧୀ ଅଭିଯାନ : ଗାଁରେ ମଦ ବିକ୍ରି ବନ୍ଦ କରିବାକୁ ଦାବି
27 January 2021
‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
27 January 2021