Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

STF ପଞ୍ଝାରେ ବାଘ ଶିକାରୀ, ଡିଲ୍‌ ଚାଲିଥିବା ବେଳେ ମାଡିବସିଲା

21/07/2021 at 1:05 PM

ଭୁବନେଶ୍ବର ୨୧।୭: ଏସଟିଏଫ ପଞ୍ଝାରେ ବାଘ ଶିକାରୀ । ବାଘ ଛାଲ ଡିଲ୍‌ ଚାଲିଥିବା ବେଳେ ମାଡିବସିଲା ଏସଟିଏଫ । ବୌଦ୍ଧର ମନମୁଣ୍ଡା ଜଙ୍ଗଲରୁ ଶିକାରୀ ହର ରଣା ଗିରଫ ହୋଇଛନ୍ତି । ଶିକାରୀଠାରୁ ବାଘ ଛାଲ, ବନ୍ଧୁକ ଓ ଅଫୁଟା ଗୁଳି ଜବତ ହୋଇଛି । ଜବତ ବାଘଛାଲକୁ ଫୋରେନସିକ୍‌ ଲ୍ୟାବକୁ ପରୀକ୍ଷା ଲାଗି ପଠାଯିବ । ଏ ସମ୍ପର୍କରେ ଡିଆଇଜି ଜେ.ଏନ୍‌. ପଙ୍କଜ ସୂଚନା ଦେଇଛନ୍ତି ।

   Related Posts