Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ନକ୍ସଲ କମାଣ୍ଡର ଟାଇଗର ଗିରଫ, ୨୦୧୮ରେ ଆଇଇଡ଼ି ବିସ୍ଫୋରଣର ଥିଲେ ମାଷ୍ଟର ମାଇଣ୍ଡ

27/07/2021 at 9:54 AM

ମାଲକାନଗିରି ୨୭।୦୭: ନକ୍ସଲ କମାଣ୍ଡର ଗିରଫ । ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର ଟାଇଗର ହୁଣ୍ଡାକୁ ଗିରଫ କରିଛି ପୋଲିସ । ମାଲାକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରୁ ଗିରଫ ହୋଇଛନ୍ତି ନକ୍ସଲ କମାଣ୍ଡର ଟାଇଗର ହୁଣ୍ଡା ।

ଖବର ଅନୁଯାୟୀ, ୨୦୧୮ରେ ଆଇଇଡ଼ି ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ଟାଉଗର । ଯିଏ କି ୨୦୦୧ରୁ ମାଓବାଦୀ ସଂଗଠନର ନେତୃତ୍ୟ ନେଉଥିଲେ। ତାଙ୍କ ନାଁ ରେ ୧୭ଟି ମାମଲା ରୁଜୁ ହୋଇଥିଲା। ୨୦୧୩ ଠାରୁ ତାଙ୍କୁ ଖୋଜୁଥିଲା ଛତିଶଗଡ଼ ପୋଲିସ। ସେ ଗ୍ରାମବାସୀଙ୍କ ଲୁଟ ଓ ହତ୍ୟାରେ ମଧ୍ୟ ଜଡିତ ଥିଲେ। ଶେଷରେ   ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରୁ ଗିରଫ ହୋଇଛନ୍ତି ନକ୍ସଲ କମାଣ୍ଡର ଟାଇଗର ହୁଙ୍ଗା। ଟାଇଗର ଗିରଫ ପୋଲିସ ପାଇଁ ବଡ଼ ସଫଳତା ବୋଲି କହୁଯାଉଛି ।

   Related Posts