ନୂଆପଡାରେ ପୁଣି ବାଘ ଭୟ : ସିସିଟିଭିରେ କଏଦ ହେଲା ବାଘ ବୁଲୁଥିବାର ଦୃଶ୍ୟ

Published By : Prameya-News7 Bureau | December 05, 2019 IST

ନୂଆପଡା ୦୫।୧୨: ନୂଆପଡାରେ ପୁଣି ବାଘ ଭୟ । ସୁନାବେଡା ଅଭୟାରଣ୍ୟ ତଳି ଅଞ୍ଚଳ ଧରମବନ୍ଧା ଅଞ୍ଚଳରେ ଘୁରି ବୁଲୁଛି କଲରାପତରିଆ ବାଘ । CRPF କ୍ୟାମ୍ପରେ ଲାଗିଥିବା ସିସିଟିଭିରେ ବାଘ ବୁଲୁଥିବାର ଦୃଶ୍ୟ କଏଦ ହୋଇଛି । ଗତ ୨ ମାସ ହେବ ସ୍ଥାନୀୟ ଅଞ୍ଚଳରେ ବାଘ ଆତଙ୍କ ଖେଳାଇଛି  । ଯାହା ଫଳରେ ଲୋକେ ଭୟରେ ଘରୁ ବାହାରକୁ ବାବାହିବାକୁ ଡରୁଛନ୍ତି । ସନ୍ଧ୍ୟା ହେଲେ ଭୟରେ ତାଟି କବାଟ ପଡିଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.