Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନୂଆପଡାରେ ପୁଣି ବାଘ ଭୟ : ସିସିଟିଭିରେ କଏଦ ହେଲା ବାଘ ବୁଲୁଥିବାର ଦୃଶ୍ୟ

5/12/2019 at 8:08 AM

ନୂଆପଡା ୦୫।୧୨: ନୂଆପଡାରେ ପୁଣି ବାଘ ଭୟ । ସୁନାବେଡା ଅଭୟାରଣ୍ୟ ତଳି ଅଞ୍ଚଳ ଧରମବନ୍ଧା ଅଞ୍ଚଳରେ ଘୁରି ବୁଲୁଛି କଲରାପତରିଆ ବାଘ । CRPF କ୍ୟାମ୍ପରେ ଲାଗିଥିବା ସିସିଟିଭିରେ ବାଘ ବୁଲୁଥିବାର ଦୃଶ୍ୟ କଏଦ ହୋଇଛି । ଗତ ୨ ମାସ ହେବ ସ୍ଥାନୀୟ ଅଞ୍ଚଳରେ ବାଘ ଆତଙ୍କ ଖେଳାଇଛି  । ଯାହା ଫଳରେ ଲୋକେ ଭୟରେ ଘରୁ ବାହାରକୁ ବାବାହିବାକୁ ଡରୁଛନ୍ତି । ସନ୍ଧ୍ୟା ହେଲେ ଭୟରେ ତାଟି କବାଟ ପଡିଯାଉଛି ।

   Related Posts