Sunday, August 25, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେଙ୍ଗାଲି ଜଳପ୍ରପାତ ନିକଟରେ କଲରାପତରିଆ ବାଘର ମୃତ୍ୟୁ

ଅନୁଗୁଳ ୧୫|୧: କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ରେଙ୍ଗାଲି ଜଳପ୍ରପାତ ନିକଟରେ ଏକ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି । ମାଙ୍କଡଚୁଆ ଗ୍ରାମବାସୀ ପ୍ରଥମେ କଲରାପତରିଆ ବାଘର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି । ତେବେ ବାଘ କେମିତି ମଲା ତାର ପ୍ରକୃତ କାରଣ ଜଣାପଡିନି । ଘଟଣାର ତଦନ୍ତ କରୁଛି ବନ ବିଭାଗ ।

190 Views

   ସମ୍ବନ୍ଧିତ ଖବର