Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସ୍କୁଲ ପାଖରେ ବୁଲୁଛି କଲରାପତରିଆ ବାଘ ; ଲୋକେ ଆତଙ୍କିତ

7/01/2019 at 9:20 AM

କୋଟଗଡ ୭|୧: ସ୍କୁଲ ପାଖରେ ବୁଲୁଛି କଲରାପତରିଆ ବାଘ । କନ୍ଧମାଳ ଜିଲ୍ଲା କୋଟଗଡ଼ ଝରିଆପଦା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖରେ କଲରାପତରିଆ ବାଘର ଗତିବିଧିକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି ।  କଲରାପତରିଆ ବାଘ ୨ଟି ବଳଦକୁ ମାରିଥିବା ଗାଁ ଲୋକେ କହିଛନ୍ତି । କିଛି ଲୋକ କଲାରାପତରିଆକୁ ସ୍କୁଲ ପାଖରେ ଦେଖିବାକୁ ପାଇଥିଲେ। ଭୟଭୀତ ହୋଇ ପାଟିତୁଣ୍ଡ କରିବା ପରେ ବାଘଟି ସେଠାରୁ ପଳାଇଥିଲା। ଏହା ପରେ ସଂଗେ ସଂଗେ ସ୍ଥାନୀୟବାସିନ୍ଦା ବନବିଭାଗ ରେଞ୍ଜ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ କର୍ମଚାରୀ ପହଞ୍ଚି ବାଘର ପାଦଚିହ୍ନ ଠାବ କରିଥିଲେ। ବାଘର ଗତିବିଧି ଜାଣିବା ପାଇଁ କ୍ୟାମେରା ଲଗାଯାଇଛି। ବନବିଭାଗ ଅଧିକାରୀଙ୍କ କହିବା କଥା, ଏହି ଦୁଇ ମାସ ବାଘ ଚଳଚଞ୍ଚଳ ରହିବେ। ତେବେ ଜଙ୍ଗଲରୁ ବାଘ ଯେଭଳି ସହରକୁ ନ ଆସିବେ ଏହା ଉପରେ ନଜର ରଖାଯିବ ।

   Related Posts