Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ବରଗଡ଼ ଦେବ୍ରୀଗଡ଼ ଜଙ୍ଗଲରୁ ମହାବଳ ବାଘର ଗଳିତ ମୃତଦେହ ଠାବ

28/10/2018 at 4:04 PM

ବରଗଡ଼ ୨୮/୧୦ : ବରଗଡ଼ ଦେବ୍ରୀଗଡ଼ ଜଙ୍ଗଲରୁ ମହାବଳ ବାଘର ମୃତଦେହ ଠାବ ହୋଇଛି | ଜଙ୍ଗଲରୁ ମହାବଳ ବାଘର ଗଳିତ ଶବ ଉଦ୍ଧାର ହୋଇଛି | ବାଘକୁ କେହି ଶିକାର କରିଥିବା ସନ୍ଦେହ କରାଯାଉଛି | ବାଘକୁ ମାରି ତାର ଦାନ୍ତ ଓ ନଖ କାଟିନେବା ପରେ ତାର ମୃତଦେହ ପୋତିଦେଇଥିବା ସନ୍ଦେହ କରାଯାଉଛି | ଭଟଲି ବ୍ଲକର ଖଜୁରିଆ ଗାଁ ପାଖରେ ଘଟିଛି ଏହି ଘଟଣା | ବନବିଭାଗ ଅଧିକାରୀ ଏଯାଏଁ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି | ଘଟଣାକୁ ନେଇ ପିସିସିଏଫ କହିଛନ୍ତି ତାଙ୍କ ପାଖରେ କୌଣସି ସୂଚନା ନାହିଁ |

   Related Posts