ରାସ୍ତା କଡରୁ ୨ଟି ଟିଫିନ ବୋମା ଉଦ୍ଧାର : ଲୋକେ ଆତଙ୍କିତ
6/01/2020 at 11:06 AM

ନବରଙ୍ଗପୁର ୬/୧: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ସରଗୁଳି ଗ୍ରାମ ରାସ୍ତା କଡରୁ ୨ଟି ଟିଫିନ ବୋମା ଉଦ୍ଧାର ହୋଇଛି। ଗ୍ରାମବାସୀ ପ୍ରଥମେ ଟିଫିନ ବୋମାକୁ ଦେଖି ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଦଳ ପହଞ୍ଚି ବୋମା ନିଷ୍କ୍ରିୟ କରୁଛନ୍ତି ଓ ରାଇଘର ପୋଲିସ ତଦନ୍ତ ଆରମ୍ଭ କରିଛି । ବୋମା ଖବର ଶୁଣି ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021