Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଗୋଡ଼ ଆଙ୍ଗୁଠିରେ କଳା ସୂତା ବାନ୍ଧିବାର ଫାଇଦା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

17/11/2019 at 1:24 PM

ହାତ ଏବଂ ଗୋଡ଼ର ଅଗ୍ରଭାଗକୁ ଆଙ୍ଗୁଠି କୁହାଯାଇଥାଏ। ମନୁଷ୍ୟଙ୍କ ପ୍ରତ୍ୟେକ ହାତ ଏବଂ ଗୋଡ଼ରେ ପାଞ୍ଚ-ପାଞ୍ଚଟି ଆଙ୍ଗୁଳି ରହିଥାଏ। ଏହିପରିଭାବେ ମନୁଷ୍ୟଙ୍କ ମୋଟ ୨୦ଟି ଆଙ୍ଗୁଳି ରହିଥାଏ।

କଳା ସୂତା କେବଳ ନଜର ଦୋଷ ଦୂର କରିବାର କାମ କରିନଥାଏ। ବରଂ ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। କଳା ସୂତା ବାନ୍ଧିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ଆପଣଙ୍କ ଡାହାଣ ଗୋଡ଼ର ଆଙ୍ଗୁଳିରେ କଳା ସୂତା ବାନ୍ଧିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କୁହାଯାଏ ଯେ ଯେଉଁମାନଙ୍କୁ ନାଭି ରୋଗ ହୋଇଥାଏ ସେମାନେ ଡାହାଣ ଗୋଡ଼ର ଆଙ୍ଗୁଠିରେ କଳା ସୂତା ବାନ୍ଧିଦିଅନ୍ତୁ। ତେବେ ଏହି ରୋଗରୁ ସେମାନଙ୍କୁ ମୁକ୍ତି ମିଳିଥାଏ। ଶରୀରରେ ଅନେକ ଶିରା ପ୍ରଶିରା ଭିନ୍ନ ଭିନ୍ନ ଶରୀରର ଅଙ୍ଗ ସହ ଜଡ଼ିତ ହୋଇଥାଏ। ଏଥିରୁ ଗୋଟିଏ ଗୋଡ଼ର ଆଙ୍ଗୁଠି ସିଧାଳଖ ନାଭି ସହ ଜଡ଼ିତ ହୋଇଥାଏ ଏବଂ ଏପରି କୁହାଯାଇଥାଏ ଯେ କଳା ସୂତାକୁ ଗୋଡ଼ ଆଙ୍ଗୁଠିରେ ବାନ୍ଧି ଦେବା ଦ୍ବାରା ଏହା ଶିରା ପ୍ରଶିରାକୁ ନିୟନ୍ତ୍ରିତ କରିଥାଏ ଏବଂ ଏହି ରୋଗରୁ ମୁକ୍ତି ଦେଇଥାଏ।

ନାଭି ରୋଗ ଏପରି ଏକ ରୋଗ ଯାହା ଫଳରେ ପେଟରେ ଭୀଷଣ ଯନ୍ତ୍ରଣା ହୋଇଥାଏ। କଳା ସୂତା ଡାହାଣ ଗୋଡ଼ରେ ବାନ୍ଧିବା ଦ୍ବାରା ଯନ୍ତ୍ରଣା ଭଲ ହୋଇଯାଇଥାଏ।

   Related Posts