Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସନ୍ଧ୍ୟାରେ ରାଜ୍ୟରେ କାଳବୈଶାଖୀ ନେଇ ସତର୍କ ସୂଚନା

ଭୁବନେଶ୍ବର ୨୩|୪: ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ସନ୍ଧ୍ୟା ୫ଟାରେ ଭୁବନେଶ୍ବର ସହ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ରରୁ ସୂଚନା ଜାରି କରାଯାଇଛି । ୨ଦିନ ପରେ ରାଜ୍ୟରେ ୨/୩ ଡିଗ୍ରୀ ତାତି ବଢିପାରେ ।

396 Views

   ସମ୍ବନ୍ଧିତ ଖବର