Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଳବୈଶାଖୀ ସତର୍କତା ସୂଚନା ; କୋରାପୁଟ,ମାଲକାନଗିରି,ଗଂଜାମ ଜିଲ୍ଲାକୁ ସତର୍କତା ସୂଚନା

31/05/2018 at 8:16 AM

କାଳବୈଶାଖୀ ସତର୍କତା ସୂଚନା ; କୋରାପୁଟ,ମାଲକାନଗିରି,ଗଂଜାମ ଜିଲ୍ଲାକୁ ସତର୍କତା ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ
ସକାଳ ୯.୩୦ ରୁ ୧.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ସୂଚନା
ପବନର ବେଗ ୫୦ ରୁ ୬୦ କି:ମି ରହିବ ସମ୍ଭାବନା

Leave a Reply

   Related Posts