କାଳବୈଶାଖୀ ସତର୍କତା ସୂଚନା ; କୋରାପୁଟ,ମାଲକାନଗିରି,ଗଂଜାମ ଜିଲ୍ଲାକୁ ସତର୍କତା ସୂଚନା

Published By : Prameya-News7 Bureau | May 31, 2018 IST

କାଳବୈଶାଖୀ ସତର୍କତା ସୂଚନା ; କୋରାପୁଟ,ମାଲକାନଗିରି,ଗଂଜାମ ଜିଲ୍ଲାକୁ ସତର୍କତା ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ସକାଳ ୯.୩୦ ରୁ ୧.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ସୂଚନା ପବନର ବେଗ ୫୦ ରୁ ୬୦ କି:ମି ରହିବ ସମ୍ଭାବନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.