Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଚଡକ ନେଲା ଜୀବନ: ବିଭିନ୍ନ ସ୍ଥାନରେ ବଜ୍ରପାତ, ୧୮ ମୃତ

4/07/2020 at 5:47 PM

ପାଟନା, ୦୪|୦୭:  ବିହାରରେ ପୁଣି ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୧୮ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟର ଚାରୋଟି ଜିଲ୍ଲାରେ ଏହି ଦୁଃଖଦାୟକ ଖବର ସାମ୍ନାକୁ ଆସିଛି ।

ଭୋଜପୁରରେ ୧୨ଜଣ ପ୍ରାଣ ହରାଇଥିବା ବେଳେ ସାରଣରେ ୪, ପାଟନାରେ ଜଣେ ଓ ବକ୍ସରରେ ଜଣେ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହାପୂର୍ବରୁ ବୁଧବାର ରାଜ୍ୟର ୮ଟି ଜିଲ୍ଲାରେ ବଜ୍ରପାତ ଘଟି ୨୬ ଜଣ ପ୍ରାଣ ହରାଇଥିଲେ । ଏହା ମଧ୍ୟରେ ପାଟନାରୁ ୬, ପୂର୍ବ ଚମ୍ପାରଣରୁ ୪, ସମସ୍ତିପୁରରୁ ୭, ଶିବହରରୁ ୨, କଟିୟାରରୁ ୩, ମଧେପୁରରୁ ୨, ପୁର୍ଣ୍ଣିୟାରୁ ଜଣେ ଓ ପଶ୍ଚିମ ଚମ୍ପାରଣରୁ ଜଣେ ପ୍ରାଣ ହରାଇଥିଲେ ।

ମୃତକଙ୍କ ପରିବାରକୁ ରାଜ୍ୟ ସରକାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାର ପିଛା ୪ ଲକ୍ଷ ଟଙ୍କା ମିଳିବ ।

   Related Posts