ଜିଓର ଆପରୁ ଜାଣିପାରିବେ କାହାକୁ କେତେ ମେସଜ ଓ କଲ କରିଛନ୍ତି ବା କିଏ ଆପଣଙ୍କୁ କେତେ ସମୟ କଲ କରିଛି

Published By : Prameya-News7 Bureau | January 16, 2019 IST

ନୂଆଦିଲ୍ଲୀ ୧୬/୧: ଆଜି ଆମେ ଜାଣିବା ଜିଓର ଦମଦାର ସେବା ବିଷୟରେ ଯାହାର ବ୍ୟବହାର ଆପଣ ଜାଣିନଥିବେ। ଏହି ସେବା ଆପଣଙ୍କୁ ମାଇ ଜିଓ ଆପରେ ମିଳିବ। ଯଦି ଆପଣ ନିଜ ଫୋନରେ ମାଇ ଜିଓ ଆପ୍ ଷ୍ଟୋର୍ କରିନାହାନ୍ତି ତେବେ ଶୀଘ୍ର ଷ୍ଟୋର୍ କରନ୍ତୁ। ମାଇ ଜିଓ ଆପ୍ ଇନଷ୍ଟଲ୍ କରିବା ପରେ ଆପଣ ଜିଓରେ ଲଗଇନ୍ କରନ୍ତୁ।

wp:gallery {"ids":[74574]} /wp:gallery

ମାଇ ଜିଓରେ ଲଗଇନ୍ କରିବା ପରେ ଆପଣଙ୍କୁ ଏଥିରେ ଏକ ଅପସନ୍ ମିଳିବ । ଡାଟା ୟୁଜରେ କ୍ଲିକ୍ କଲେ ଏକ ବଡ଼ ଓ୍ବିଣ୍ଡୋ ଖୋଲିଯିବ। ଏଥିରେ ଆପଣଙ୍କୁ ୪ଟି ଅପ୍ସନ୍ ମିଳିବ।

wp:gallery {"ids":[74575]} /wp:gallery

ଏଥିରେ ଆପଣଙ୍କୁ ଡାଟା କଲ୍ ଓ୍ବାଇଫାଇ ଏବଂ ଏପରି ମ୍ୟାସେଜର ଅପ୍ସନ୍ ମିଳିବ। ସମସ୍ତ ଅପ୍ସନରେ ଆପଣ ଡାଟା କ୍ଲିକ୍ କରି ଦେଖି ପାରିବେ ଆପଣ କେତେ ସମୟ କେତେ ଡାଟା ବ୍ୟବହାର କରିଛନ୍ତି। କଲରେ କ୍ଲିକ୍ କରି ଦେଖିପାରିବେ ଆପଣ କେତେ ସମୟ କାହାକୁ କଲ୍ କରିଛନ୍ତି।

wp:gallery {"ids":[74576]} /wp:gallery

ଏସଏମଏସ କରି ଫ୍ରି ଓ୍ବାଇଫାଇ ବ୍ୟବହାର କରି ଆପଣ କେଉଁ ହ୍ବାଟସଆପ୍ ବ୍ୟବହାର କରିଛନ୍ତି ଏବଂ କେତେ ସମୟ ବ୍ୟବହାର କରିଛନ୍ତି।

wp:gallery {"ids":[74577]} /wp:gallery

ଜିଓର ସେବା ଅତ୍ୟନ୍ତ ଲାଭଦାୟକ । ଏଥିରୁ ଆପଣ ଜାଣି ପାରିବେ ଆପଣ କେତେ ଡାଟା ବ୍ୟବହାର କରିଛନ୍ତି ଏବଂ କାହାକୁ ଇମେଲ୍ ପଠାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.