ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ଗଛରେ ବନ୍ଧାହେଲେ ୩ ରୋଡ୍ ରୋମିଓ

Published By : Prameya-News7 Bureau | January 05, 2020 IST

ଜଳେଶ୍ବର ୫।୧: ରୋଡ଼୍ ରୋମିଓଙ୍କୁ ପାନେ । ବାଲେଶ୍ଵର ଜିଲ୍ଲାର ଭୋଗରାଇ ଅଞ୍ଚଳରେ କିଛି ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଲେ ୩ ଯୁବକ । ଗ୍ରାମବାସୀ ମିଶି ୩ଜଣଙ୍କୁ ଗଛରେ ବାନ୍ଧିଦେଲେ ।

{"id":207244,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ କରୁଥିଲେ ୩ଜଣ ଯୁବକ । ମହିଳା ଜଣଙ୍କ ଜାଣିପାରି ତାଙ୍କ ପରିବାର ଲୋକଙ୍କୁ ଡାକିଥିଲେ । ପରିବାର ଲୋକେ ଆସି ତିନି ଜଣ ଯୁବକଙ୍କୁ କାବୁ କରିନେଇଥିଲେ । ପରେ ଗ୍ରାମବାସୀମାନେ ମିଶି ସେମାନଙ୍କୁ ବାନ୍ଧି ରଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.