Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଝାରସୁଗୁଡାରେ ଟ୍ରାକ୍‌ରୁ ଖସିପଡିଥିଲା ୩ଟି ବଗି, ମରାମତି ପରେ ରେଳ ଚଳାଚଳ ସ୍ବାଭାବିକ

15/11/2021 at 2:59 PM

ଝାରସୁଗୁଡା ୧୫।୧୧: ଝାରସୁଗୁଡା ରେଳବାଇ ୟାର୍ଡରେ ଟ୍ରାକରୁ ଖସିଲା ବଗି । ରବିବାର ବିଳମ୍ବିତ ରାତିରେ ଝାରସୁଗୁଡା ରେଳବାଇର ରିଲିଫ ୟାର୍ଡରୁ ଏକ ମାଲବାହୀ ଟ୍ରେନ୍ ସମ୍ବଲପୁର ଯିବାକୁ ବାହାରିବା ସମୟରେ ୩ଟି ବଗି ଟ୍ରାକରୁ ଖସିପଡିଥିଲା । ଫଳରେ ସମ୍ବଲପୁର-ରାଉରକେଲା ରାସ୍ତାରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା ।

ଏଥିଯୋଗୁଁ ସୋମବାର ସକାଳୁ ରାଉରକେଲା ହଟିଆ ପାସେଞ୍ଜର ଓ ସମ୍ବଲପୁର ରାଉରକେଲା ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିଲା। ରେକବାଇ ପକ୍ଷରୁ ଟ୍ରାକ୍ ମରାମତି ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି ।

   Related Posts