Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ବିଧାନସଭା ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୮ପ୍ଲାଟୁନ୍ ଫୋର୍ସ ମୁତୟନ

25/06/2019 at 8:59 AM

ଭୁବନେଶ୍ବର ୨୫|୬: ସୁରକ୍ଷା ବ୍ୟବସ୍ଥା ପାଇଁ ତିନି ସ୍ତରୀୟ ବ୍ୟବସ୍ଥା କରାଯାଇଛି । ୯୦ ଜଣ ଅଫିସର, ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା, ୨୮ ପ୍ଲାଟୁନ୍ ଫେ।ର୍ସ, ଟାକ୍ଟିକାଲ ଫେ।ର୍ସ, ରୁଫଟପ୍ ଫେ।ର୍ସ ଆଦି ବନ୍ଦେ।ବସ୍ତ କରାଯାଇଛି । ତିନେ।ଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ବେଳେ ଧାରଣା ସ୍ଥଳରେ ପେ।ଲିସ୍ ଫେ।ର୍ସ ମୁତୟନ କରାଯାଇଛି । ଭୁବନେଶ୍ବର ଡ଼ିସିପି ଏସବୁ ଦାୟିତ୍ବରେ ରହିଥିବା ଡ଼ିଜିପି ଆର ପି ଶର୍ମା କହିଛନ୍ତି । ୪ ଜଣ ଅତିରିକ୍ତ ଡିସିପି, ୧୩ ଜଣ ଏସିପି, ୧୦ ଜଣ ଇନ୍ସପେକ୍ଟର, ୬୨ଜଣ ଏସଆଇ ଓ ଏଏସଆଇ ସୁରକ୍ଷ। ଦାୟିତ୍ବରେ ଅଛନ୍ତି ।

   Related Posts