Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୩ଚୋରଙ୍କୁ ଗିରଫ କଲା ପୋଲିସ, ନଗଦ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଜବତ

13/02/2019 at 4:35 PM

ବ୍ରହ୍ମପୁର ୧୩|୨: ୩ ଚୋରଙ୍କୁ ଗିରଫ କଲା ଖଲ୍ଲିକୋଟ୍ ପୋଲିସ । ସେମାନଙ୍କ ନିକଟରୁ ନଗଦ ୧୮ହଜାର ଟଙ୍କା, ୬ଟି ମୋବାଇଲ୍ ଫୋନ୍, ୧୨୬ ଗ୍ରାମ୍ ସୁନା ଅଳଙ୍କାର, ସାଢେ ୮ କିଲୋ ରୁପା ଅଳଙ୍କାର,  ଗୋଟିଏ ଛୁରୀ ଏବଂ ୨ଟି ମଟରସାଇକେଲ ଜବତ କରିଛି ପୋଲିସ । ଗିରଫ ତିନି ଜଣ ହେଲେ ଆଲୋକ ପ୍ରଧାନ, ଅଜୟ ଗୌଡ ଓ ଜିତୁ ପାଣ୍ଡି।

   Related Posts