ହଷ୍ଟେଲରେ ଗ୍ୟାସ୍ ପାଇପ୍ ଲିକ୍, ୩ ଛାତ୍ର ଆହତ
6/08/2019 at 4:36 PM

ବ୍ରହ୍ମପୁର ୬|୮: ବ୍ରହ୍ମପୁର ପାରଳା ମହାରାଜ ଡିଗ୍ରୀ ଇଞିନିୟରିଂ କଲେଜ ଛାତ୍ରାବାସରେ ଅଘଟଣ ଘଟିଛି । ଗ୍ୟାସ୍ ପାଇପ୍ ଲିକ୍ ହୋଇ ତିନି ଜଣ ଛାତ୍ର ଆହତ ହୋଇଛନ୍ତି । ସମସ୍ତ ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତିନି ଆହତ ଛାତ୍ର ହେଲେ ମୁକେଶ ପଣ୍ଡା, ରାକେଶ ରାଉତ ଓ ଅଶ୍ବିନୀ କୁମାର ନାୟକ ।
Related Posts
ରେଳ ଧାରଣାରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
18 January 2021