Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହଷ୍ଟେଲରେ ଗ୍ୟାସ୍ ପାଇପ୍ ଲିକ୍, ୩ ଛାତ୍ର ଆହତ

ବ୍ରହ୍ମପୁର ୬|୮: ବ୍ରହ୍ମପୁର ପାରଳା ମହାରାଜ ଡିଗ୍ରୀ ଇଞିନିୟରିଂ କଲେଜ ଛାତ୍ରାବାସରେ ଅଘଟଣ ଘଟିଛି । ଗ୍ୟାସ୍ ପାଇପ୍ ଲିକ୍ ହୋଇ ତିନି ଜଣ ଛାତ୍ର ଆହତ ହୋଇଛନ୍ତି । ସମସ୍ତ ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ତିନି ଆହତ ଛାତ୍ର ହେଲେ ମୁକେଶ ପଣ୍ଡା, ରାକେଶ ରାଉତ  ଓ ଅଶ୍ବିନୀ କୁମାର ନାୟକ ।

101 Views

   ସମ୍ବନ୍ଧିତ ଖବର