ନଦୀରୁ ୩ କ୍ବିଣ୍ଟାଲର ବିରଳ ଶାଙ୍କୁଚ ଉଦ୍ଧାର : ଲୋକେ ଧରିଥିଲେ, ଛାଡିଦେଲା ବନ ବିଭାଗ

Published By : Prameya-News7 Bureau | December 13, 2019 IST

ନିଆଳି ୧୩।୧୨: କଟକ ଜିଲ୍ଲା ନିଆଳି ବିଳାଶୁଣୀ କନ୍ଦଳ ନଦୀରୁ ଏକ ସାମୁଦ୍ରିକ ଶାଙ୍କୁଚ ଉଦ୍ଧାର ହୋଇଛି। ଶାଙ୍କୁଚଟିର ଓଜନ ପ୍ରାୟ ୩ କ୍ବିଣ୍ଟାଲ ହେବ ବୋଲି ଅନୁମାନ କରାଯାଇଛି । ଆଜି ସକାଳେ ବାଲିକୁଦା ପୋଲ ନିକଟରେ ମତ୍ସ୍ୟଜୀବୀମାନେ ମାଛ ମାରୁଥିବା ସମୟରେ ଜାଲରେ ଏହି ଶାଙ୍କୁଚ ପଡ଼ିଥିବା ଜଣାପଡ଼ିଛି ।

{"id":197084,"sizeSlug":"large"}

ଜାଲରେ ପଡିଥିବା ଏହି ଶାଙ୍କୁଚକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ବେଶ ଭିଡ଼ ଜମିଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଶାଙ୍କୁଚକୁ ପୁଣି ନଦୀରେ ଛାଡିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.