Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବଢୁଛି ସଂକ୍ରମଣ : ଅନୁଗୋଳ ଜିଲ୍ଲାର ୩ଟି ପଞ୍ଚାୟତ ଓ ୨ଟି କଲୋନୀ ୭ଦିନ ପାଇଁ ସଟଡାଉନ୍

28/04/2021 at 10:03 AM

ଅନୁଗୋଳ ୨୮।୪: ଅନୁଗୋଳ ଜିଲ୍ଲାରେ ବଢି ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଆଜି ଗୋଟିଏ ଦିନରେ ସର୍ବାଧିକ ୩୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତାର କାରଣ ହୋଇଛି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୬୮ରେ ପହଞ୍ଚିଛି ।

ତେଣୁ ଆଜିଠାରୁ ଜଗନ୍ନାଥପୁର ପଞ୍ଚାୟତ, ଜଗନ୍ନଥପୁର ବଜାର,TTPS କଲୋନୀ, ସେଣ୍ଟ୍ରାଲ ୱାର୍କସପ୍, Fci ନିକଟସ୍ଥ Heavy water  କଲୋନୀ, ରେମୁଆଁ ନୂଆସାହିକୁ ୭ଦିନ ସଟଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଏହି ଘୋଷଣା ବଳବତ୍ତର ରହିବ। ଏଥିପାଇଁ ସବୁ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । ଚେକିଂ ବ୍ଲକିଂ ଉପରେ ଗୁରୁତ୍ବ ଦେଇ ସାମାଜିକ ଦୂରତା ସହ ସରକାରଙ୍କ ଗାଇଡ୍ ଲାଇନ୍ ମାନିବାକୁ ଅନୁରୋଧ ।

   Related Posts