ଜଳପ୍ରପାତରୁ ନିଖୋଜ ୩ ଜଣଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | September 17, 2021 IST

ସୋନପୁର ୧୭।୯: ନୂଆପଡା-ଧରମବନ୍ଧା ଥାନା ଗୋଧସ୍ ଜଳପ୍ରପାତରୁ ନିଖୋଜ ୩ ଜଣଙ୍କ ମୃତଦେହ ଉଦ୍ଧାର । ତିନି ଯୁବକଙ୍କ ମୃତଦେହ ଉଦ୍ଧାର କଲା ନୂଆପଡା ଅଗ୍ନିଶମ ବିଭାଗ । ଘଟଣାସ୍ଥଳରେ ଧରମବନ୍ଧା ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକ ତିନି ଜଣ ହେଲେ ବିଦେଶୀ ମଦ ଦୋକାନ ମ୍ୟାନେଜର ନିଲେସ ସିଂ ଓ ଅନ୍ୟ ଦୁଇ ଜଣ କର୍ମଚାରୀ ଅମିତ କୁମାର ଗୁପ୍ତା ଓ ରାଜ କୁମାର ଗୁପ୍ତା । ସମସ୍ତେ ବିହାର ରାଜ୍ୟର ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ଥାନ୍ତର କରାଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.