Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଲରେ କାମ କରୁଥିବା ବେଳେ ବଜ୍ରପାତ, ଚାଲିଗଲା ୩ ଜଣଙ୍କ ଜୀବନ

1/09/2020 at 11:56 AM

ଆନନ୍ଦପୁର ୧।୯: ବଜ୍ରପାତ ନେଲା ତିନି ଜୀବନ । କେନ୍ଦୁଝର ଜିଲ୍ଲା ନନ୍ଦିପାଦା ଥାନା ଇଞ୍ଚୋଳରେ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ବାହାରିପୁରରେ ଜଣେ ଏବଂ ରାମଚନ୍ଦ୍ରପୁର ଥାନା ଗଡବାନ୍ଧୋଗଡା ସାପୁଆସାହିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲେ । ବଜ୍ରାଘାତରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।

   Related Posts