ବିଲରେ କାମ କରୁଥିବା ବେଳେ ବଜ୍ରପାତ, ଚାଲିଗଲା ୩ ଜଣଙ୍କ ଜୀବନ

Published By : Prameya-News7 Bureau | September 01, 2020 IST

ଆନନ୍ଦପୁର ୧।୯: ବଜ୍ରପାତ ନେଲା ତିନି ଜୀବନ । କେନ୍ଦୁଝର ଜିଲ୍ଲା ନନ୍ଦିପାଦା ଥାନା ଇଞ୍ଚୋଳରେ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ବାହାରିପୁରରେ ଜଣେ ଏବଂ ରାମଚନ୍ଦ୍ରପୁର ଥାନା ଗଡବାନ୍ଧୋଗଡା ସାପୁଆସାହିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲେ । ବଜ୍ରାଘାତରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.