Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ପାରାଦୀପ ନେହେରୁ ବଙ୍ଗଳା ମୁହାଣରେ ବୁଡିଲା ମାଛଧରା ଟ୍ରଲର : ୨ ଉଦ୍ଧାର, ୩ ନିଖୋଜ

8/10/2019 at 3:56 PM

ପାରାଦୀପ ୮।୧୦: ପାରାଦୀପ ମହାନଦୀ ମୁହାଣରେ ଅଘଟଣ ଘଟିଛି । ନେହେରୁ ବଙ୍ଗଳା ମୁହାଣରେ ଏକ ମାଛଧରା ଟ୍ରଲର ବୁଡିଯାଇଛି । ମାଛଧରି ଫେରୁଥିବା ବେଳେ ଟ୍ରଲରଟି ବୁଡିଯାଇଛି ।

ଏଥିରେ ଥିବା ୫ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି । ପାରାଦୀପ ମେରାଇନ୍ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହି ମୁହାଣରେ ବାରମ୍ବାର ମାଛଧରା ଟ୍ରଲର ଦୁର୍ଘଟଣାଗ୍ରସ୍ତ ହେଉଛି । ମୁଖ୍ୟତଃ ମୁହାଣ ପୋତି ହୋଇଯିବା ଫଳରେ ଏଭଳି ଦୁର୍ଘଟଣା ଘଟୁଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରୁଛନ୍ତି ।

   Related Posts