Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ମାଲକାନଗିରି ସାବେରୀ ନଦୀରେ ବୁଡିଗଲା ଡଙ୍ଗା, ଗୋଟିଏ ପରିବାରର ୩ ନିଖୋଜ

12/10/2019 at 9:38 AM

ମାଲକାନଗିରି ୧।୧୦: ମାଲକାନଗିରି ସାବେରୀ ନଦୀରେ ବୁଡିଗଲା ଡଙ୍ଗା । ଡଙ୍ଗା ବୁଡ଼ିଯିବା ଫଳରେ ୩ଜଣ ନିଖୋଜ ହୋଇଛନ୍ତି । ଛତିଶଗଡ଼ରୁ ଫେରିବା ବେଳେ ଡଙ୍ଗାଟି ବୁଡିଯାଇଥିବା ଜଣାପଡିଛି । ସମସ୍ତେ ମାଲକାନଗିରି ନିଲିବାରି ଗାଁର ଗୋଟିଏ ପରିବାରର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସେମାନେ ଡଙ୍ଗା ସାହାଯ୍ୟରେ ଛତିଶଗଡ଼ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ତେବେ ଗାଁକୁ ଫେରିବା ବେଳେ ଅଘଟଣ ଘଟିଛି । ଡଙ୍ଗା ବୁଡ଼ିଯିବା ଫଳରେ ୩ଜଣ ନିଖୋଜ ହୋଇଛନ୍ତି ।  ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଖୋଜାଖୋଜି କରୁଛି ।

   Related Posts