Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସଜାଡିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର ; ଦୁଇ ଛାତ୍ରଙ୍କ ସମେତ ୩ ଗୁରୁତର

24/02/2019 at 10:59 AM

ଘଟଗାଁ ୨୪|୨: କେନ୍ଦୁଝର ଜିଲ୍ଲା ଘଟଗାଁରେ ଗ୍ୟାସ୍ ସିଲିଣ୍ଡର ଫାଟି ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୨ଜଣ ଦଶମ ଶ୍ରେଣୀ ଛାତ୍ର ଅଛନ୍ତି । ଅନ୍ୟ ଜଣେ ଗ୍ୟାସ୍ ସଜାଡିବାକୁ ଆସିଥିବା ବ୍ୟକ୍ତି । ସମସ୍ତ ଗୁରୁତରଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଢେଙ୍କିକୋଟ ଆଦର୍ଶ ବିଦ୍ୟାଳୟରେ୨ ଛାତ୍ର ପଢୁଥିଲେ । ହଷ୍ଟେଲ ନିର୍ମାଣ କାମ ଚାଲୁଥିବାରୁ ମେସ୍ କରି ଦୁହେଁ ରହୁଥିଲେ । ଗ୍ୟାସ୍ ଖରାପ ହୋଇଥିବାରୁ ସଜାଡିବାକୁ ଡାକିଥିବା ବେଳେ ଅଘଟଣ ଘଟିଥିଲା ।

   Related Posts